cn naveen pattnaik
ରାଜନୀତି 

ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ପରେ ମନ୍ତ୍ରୀଙ୍କୁ ୬ଟି ର ଜ୍ଞାନ ଦେଲେ ନବୀନ

ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ପରେ ମନ୍ତ୍ରୀଙ୍କୁ ୬ଟି ର ଜ୍ଞାନ ଦେଲେ ନବୀନ ଭୁବନେଶ୍ୱର: ଜୁନ ୬: ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିରେ ପ୍ରଥମ ଥର ମନ୍ତ୍ରିମଣ୍ଡଳ ଅଦଳ ବଦଳ ପରେ ରବିବାର ନୂତନ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି । ଏଥିସହ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ହୋଇଛି । ଏହା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସବୁ ନୂଆ ମନ୍ତ୍ରୀ । ଆଉ ମନ୍ତ୍ରୀମାନଙ୍କୁ ୬ଟି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫାଇଭ ଟି ସହ ଆଉ ଏକ ଟି ଉପରେ ଗୁରୁି ଦେବାକୁ ମୁଖ୍ୟମନ୍ତ୍ରୀ […]
Read More...
ଓଡ଼ିଶା 

୨୬ ଜାନୁଆରୀ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

୨୬ ଜାନୁଆରୀ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ଭୁବନେଶ୍ୱର: ଜାନୁଆରୀ ୨୪: ସ।ଧ।ରଣତନ୍ତ୍ର ଦିବସ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଏହି ଅବସରରେ ଭୁବନେଶ୍ୱରେ ହେବ।କୁ ଥିବ। ର।ଜ୍ୟସ୍ତରୀୟ ପରେଡ୍ ପ।ଇଁ ର।ଜଧ।ନୀରେ ହେଉଛି ଅଭ୍ୟ।ସ ପରେଡ୍ । ଏଥିରେ ୧୦ଟି ଟ୍ରୁପ୍ ସ।ମିଲ ହୋଇଛନ୍ତି । ଯେଉଁଥିରେ ୨ ଟି ବ୍ର।ସ ବ୍ର।ଣ୍ଡ ସହ ୮ଟି ପୋଲିସ କଣ୍ଟିଜେଣ୍ଟ ପରେଡରେ ଭ।ଗ ନେଇଛନ୍ତି । ଫ।ଇନ।ଲ୍ ପରେଡ ରିହରସ।ଲକୁ ନିରୀକ୍ଷଣ କରିବେ ପୋଲିସ ଡିଜି ସୁନିଲ୍ ବଂଶଲ। ପରେଡରେ ଭାଗ ନେଉଥିବା ସଦସ୍ୟଙ୍କ ଆର୍ଟିପିସିଆର […]
Read More...

Advertisement