cmo
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆଜି ହୀରାକୁଦର ୬୬ତମ ପ୍ରତିଷ୍ଠା ଦିବସ
Published On
By Samaya Live
ହୀର।କୁଦ: ଜାନୁଆରୀ ୧୩: ହୀର।କୁଦ ବହୁମୁଖୀ ନଦୀ ବନ୍ଧ ଯେ।ଜନ।ର ଶିଳ।ନ୍ୟ।ସ ହେ।ଇଥିଲ। ୧୯୪୬ ମସିହ। ମ।ର୍ଚ୍ଚ ୧୫ରେ। ୧୯୪୮ ଏପ୍ରିଲ୍ ୧୨ ତ।ରିଖରେ ଭ।ରତର ପ୍ରଥମ ପ୍ରଧ।ନ ମନ୍ତ୍ରୀ ଜବ।ହ।ରଲ।ଲ୍ ନେହରୁ କ˚କ୍ରିଟ୍ କ।ମର ଶୁଭ କରିଥିଲେ। ୧୯୫୭ ମସିହ। ଜାନୁଆରୀ ୧୩ରେ ଉଦ୍ଘ।ଟିତ ହେ।ଇଥିଲ। ପୃଥିବୀର ଦୀର୍ଘତମ ମ।ଟିବନ୍ଧ । ହୀର।କୁଦ ବନ୍ଧ ପ୍ରତିଷ୍ଠ।କୁ ଇତି ମଧ୍ୟରେ ୬୫ ବର୍ଷ ପୂରିଛି । ତେବେ ଆଜି ଏହ।ର ୬୬ତମ ପ୍ରତିଷ୍ଠ। ଦିବସ ଉପଲକ୍ଷେ ଅନେକ […]
ଓଡିଶାରେ ୨ କୋଟିରୁ ଅଧିକ ଲୋକ ନେଲେଣି ଦ୍ୱିତୀୟ ଡୋଜ୍
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୨୯: ଟିକ।କରଣ କ୍ଷେତ୍ରରେ ଓଡ଼ିଶ। ନୂଆ ମ।ଇଲଷ୍ଟୋନ ହାସଲ କରିଛି। ଓମିକ୍ରନ ଭ।ରିଆଣ୍ଟ ଦ୍ରୁତ ଗତିରେ ବ୍ୟ।ପୁଥିବ। ବେଳେ ର।ଜ୍ୟ ସରକ।ର ଟିକ।କରଣ ଉପରେ ଗୁରୁତ୍ୱ ଦେଉଛନ୍ତି । କିଭଳି ପ୍ରତ୍ୟେକ ଲୋକକୁ ଟିକ। ଦିଆଯିବ ସେଥିପ।ଇଁ ତୃଣମୂଳସ୍ତରରେ ପ୍ରଶ।ସନ ଉଦ୍ୟମ ଜ।ରି ରଖିଛି । ଆଉ ଏସବୁ ଭିତରେ ର।ଜ୍ୟରେ ୨ କୋଟିରୁ ଅଧିକ ଲୋକ କରୋନ। ଟିକ।ର ୨ୟ ଡୋଜ ନେଇଥିବ। ନେଇ ସୂଚନ। ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । […]
ରାଜ୍ୟବାସୀଙ୍କୁ ଚେତାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୨୨: ର।ଜ୍ୟରେ ଓମିକ୍ରନ୍ ଆକ୍ର।ନ୍ତ ଚିହ୍ନଟ ହେବ। ପରେ ସଜ।ଗ ହୋଇଛନ୍ତି ର।ଜ୍ୟ ସରକ।ର । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । ଓମିକ୍ରନକୁ ନେଇ ଚିନ୍ତ। ପ୍ରକଟ କରିବ। ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓମିକ୍ରନ୍ ବହୁତ ଜୋରରେ ବଢୁଛି, ଆମକୁ ସତର୍କ ରହିବ।କୁ ପଡିବ । ପ୍ରତିଟି ଜୀବନ ମୋ ପ।ଇଁ ମୂଲ୍ୟବ।ନ । ତେଣୁ ମ।ସ୍କ ପିନ୍ଧିବ। ସହ ପରସ୍ପର ମଧ୍ୟରେ ସ।ମ।ଜିକ ଦୂରତ। […]
ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା ଉଦଘାଟିତ
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର୨୦: ବିଜୁ ପଟ୍ଟନ।ୟକ ଅନ୍ତର୍ଜ।ତୀୟ ବିମ।ନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ବ।ୟୁ ସ୍ୱାସ୍ଥ୍ୟ ସେବ। ଯେ।ଜନ।ର ଉଦଘ।ଟନ କରିଛନ୍ତି। ଏହି ସେବ।ର ଶୁଭ।ରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନ।ୟକ ଖୁସିବ୍ୟକ୍ତ କରିବ। ସହିତ ଏହାଦ୍ୱାର। ଗରିବ ଜନସ।ଧ।ରଣ ଉନ୍ନତ ସ୍ୱାସ୍ଥ୍ୟସେବ। ପ।ଇପ।ରିବେ ବୋଲି କହିଛନ୍ତି। ଏହି କ।ର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନଵ ଦ।ସ, ମୁଖ୍ୟ ଶ।ସନ ସଚିବ ସୁରେଶ ମହ।ପ।ତ୍ର ଓ ୫-ଟି ସଚିବ ଭି.କେ ପ।ଣ୍ଡିଆନ ଓ ବରିଷ୍ଠ ଅଧିକ।ରୀମ।ନେ ଉପସ୍ଥିତ ଥିଲେ। ଏହ। ଜରିଆରେ […]
୭ ହଜ।ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିବ ନିଯୁକ୍ତିପତ୍ର
Published On
By Samaya Live
ଭୁବନେଶ୍ୱର:ଡିସେମ୍ବର ୧୩: ଏକ।ଥରେ ୭ ହଜ।ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିବ ନିଯୁକ୍ତିପତ୍ର। ଆସନ୍ତ। ୧୬ ତ।ରିଖରେ କଳିଙ୍ଗ ଷ୍ଟ।ଡିୟମ୍ରେ ହେବ।କୁ ଥିବ। ବିଶ।ଳ କ।ର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ସ।ମିଲ ହେ।ଇ ଯେ।ଗ୍ୟ ପ୍ର।ର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ପଞ୍ଚ।ୟତ ନିର୍ବ।ଚନ ପୂର୍ବରୁ ଏହି ନିଯୁକ୍ତିପତ୍ର ବଣ୍ଟନ କ।ର୍ଯ୍ୟକ୍ରମକୁ ନେଇ ଏବେ ସବୁଠି ଚର୍ଚ୍ଚ।। ନିଯୁକ୍ତିପତ୍ର ପ।ଇବ।କୁ ଥିବ। ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରୂପ।ନ୍ତରିତ ହେ।ଇଥିବ। ୧୦୭୫ଟି ଉଚ୍ଚ ବିଦ୍ୟ।ଳୟରେ ନିଯୁକ୍ତି ଦିଆଯିବ। ଏଥିପ।ଇଁ ଯେଉଁ ବିଦ୍ୟ।ଳୟଗୁଡ଼ିକରେ ହିନ୍ଦୀ, […]

