cmo odisha
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କୋଭିଡ ସ୍ଥିତି ସମୀକ୍ଷ। କରିବେ ମୁଖ୍ୟମନ୍ତ୍ରୀ
Published On
By Samaya Live
ଭୁବନେଶ୍ୱର: ଜାନୁଆରୀ ୧୮: ଆଜି ଅପରାହ୍ନ ୫ ଟାରେ ର।ଜ୍ୟରେ କୋଭିଡ ସ୍ଥିତି ସମୀକ୍ଷ। କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । କରୋନ। ସଂକ୍ରମଣ ଗ୍ର।ଫ୍କୁ କମ୍ କରିବ।କୁ ର।ଜ୍ୟ ସରକ।ର ଅନେକ ପଦକ୍ଷେପ ନେଉଛନ୍ତି । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ର।ଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷ। କରିଥିଲେ । ଆଜି ପୁଣି ଥରେ ବରିଷ୍ଠ ଅଧିକ।ରୀଙ୍କ ସହ ର।ଜ୍ୟରେ କୋଭିଡ ସଂକ୍ରମଣର ସ୍ଥିତି ସମୀକ୍ଷ। କରିବେ ମୁଖ୍ୟମନ୍ତ୍ରୀ ।

