cm jagan Mohan Reddy
ଦେଶ- ବିଦେଶ 

ତିନି ରାଜଧାନୀ ବିଲ୍‌କୁ ପ୍ରତ୍ୟାହାର କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ତିନି ରାଜଧାନୀ ବିଲ୍‌କୁ ପ୍ରତ୍ୟାହାର କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ବିଶାଖାପାଟନମ: ନଭେମ୍ବର ୨୨: ଆନ୍ଧ୍ରପ୍ରଦେଶରେ ତିନିଟି ରାଜଧାନୀ ରହିବ ନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେzୀ ଆଜି ବିଧାନସଭାରେ ଏକ କ୍ୟାବିନେଟ ବୈଠକ ଡ଼କାଇ ଘୋଷଣା କରିଛନ୍ତି । ଏଥିସହ ଏହି ଉଦ୍ଦେଶ୍ୟରେ ଆଗତ ବିଲ୍‌କୁ ଆନ୍ଧ୍ରପ୍ରଦେଶ ସରକାର ଫେରାଇ ନେଇଛନ୍ତି । ବର୍ତ୍ତମାନ ପାଇଁ ରାଜ୍ୟରେ କେବଳ ଗୋଟିଏ ରାଜଧାନୀ ରହିବ ବୋଲି ସରକାର କହିଛନ୍ତି । ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ନେତୃତ୍ୱାଧୀନ ଆନ୍ଧୟ୍ରପ୍ରଦେଶ ସରକାର ସୋମବାର, ନଭେମ୍ବର ୨୨ରେ ରାଜ୍ୟର […]
Read More...

Advertisement