clean environment
Feature 

ପ୍ଲାଷ୍ଟିକ୍‌ ବୋତଲରୁ ୟୁନିଫର୍ମ

ପ୍ଲାଷ୍ଟିକ୍‌ ବୋତଲରୁ ୟୁନିଫର୍ମ ୟୁକେର ‘ଏୟାରଲାଇନ୍‌ସ’ କମ୍ପାନୀ ‘ଇଜି ଜେଟ୍‌ ପ୍ଲାଷ୍ଟିକ୍‌ ରି ସାଇକେଲ୍‌’କୁ ନେଇ ଏକ ବଡ ପଦକ୍ଷେପ ନେଇଛି । ଏହି ପଦକ୍ଷେପ ଅନୁସାରେ ଏୟାରଲାଇନ୍‌ସର ସମସ୍ତ କର୍ମଚାରୀ ପ୍ଲାଷ୍ଟିକ୍‌ରୁ ରିସାଇକେଲ୍‌ ହୋଇ ପ୍ରସ୍ତୁତ ହେଉଥିବା ୟୁନିଫର୍ମ ପିନ୍ଧିବେ । ଗୋଟିଏ ୟୁନିଫର୍ମ ପ୍ରସ୍ତୁତ ହେବା ପାଇଁ ୪୫ଟି ବୋତଲ ରିସାଇକେଲ୍‌ କରାଯିବ । ଏହି ପଦକ୍ଷେପ ପାଇଁ ପ୍ରତିବର୍ଷ ପ୍ରାୟ ୫ଲକ୍ଷ ବୋତଲ ରିସାଇକେଲ୍‌ କରାଯିବ । ପୋଷାକକୁ ନବୀକରଣ ପ୍ରକ୍ରିୟାରେ ପ୍ରସ୍ତୁତ କରାଯିବ । ଏହି […]
Read More...

Advertisement