clash between two groups Of prisoners in Tihar Jail
ଦେଶ- ବିଦେଶ 

ତିହାର ଜେଲ୍‌ରେ ହିଂସା: ୧୫ କଏଦୀ ଗୁରୁତର ଆହତ

ତିହାର ଜେଲ୍‌ରେ ହିଂସା: ୧୫ କଏଦୀ ଗୁରୁତର ଆହତ ଦିଲ୍ଲୀ: ଏପ୍ରିଲ ୨୨: ଦିଲ୍ଲୀର ତିହାର ଜେଲରେ ପୁଣି ହିଂସାକାଣ୍ଡ ଘଟିଛି । ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟି ୧୫ଜଣ କଏଦୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଜେଲ୍‌ରେ ଥିବା ୮ ଏବଂ ୯ ନମ୍ବର କୋଠରୀରେ ଥିବା କଏଦୀଙ୍କ ମଧ୍ୟରେ ଏହି କାଣ୍ଡ ଘଟିଛି । ତେବେ ଘଟଣାର ଦୁଇ ଦିନ ପୂର୍ବରୁ ହିଁ ଏହି ଦୁଇଟି କୋଠରୀର କଏଦୀଙ୍କ ମଧ୍ୟରେ ତୁମୁଳକାଣ୍ଡ ଘଟିିଥିବା ଜଣାପଡ଼ିଛି । ତିହାର ପ୍ରଶାସନର ରିପୋର୍ଟ […]
Read More...

Advertisement