CJI Lalit on last working day
ଦେଶ- ବିଦେଶ 

ବିଦାୟ ନେଲେ ବିଚାରପତି ୟୁ ୟୁ ଲଳିତ, ଆସନ୍ତାକାଲି ପ୍ରଧାନ ବିଚାରପତିର ଭାବେ ଶପଥପାଠ ଗ୍ରହଣ କରିବେ ଚନ୍ଦ୍ରଚୂଡ଼

ବିଦାୟ ନେଲେ ବିଚାରପତି ୟୁ ୟୁ ଲଳିତ, ଆସନ୍ତାକାଲି ପ୍ରଧାନ ବିଚାରପତିର ଭାବେ ଶପଥପାଠ ଗ୍ରହଣ କରିବେ ଚନ୍ଦ୍ରଚୂଡ଼ ଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଭାବେ ଚିଫ୍‌ ଜଷ୍ଟିସ ୟୁୟୁ ଲଳିତଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା ଦିଆଯାଇଛି । ସୋମବାର ତାଙ୍କ କାର୍ଯ୍ୟକାଳର ଶେଷ ଦିନ ରହିଥିବାବେଳେ ୮ ତାରିଖରେ ଅବସର ନେଇଛନ୍ତି । ୟୁ ୟୁ ଲଳିତଙ୍କ ପରେ ଦେଶର ୫୦ତମ ପ୍ରଧାନବିଚାରପତି ଭାବେ ୱାଇ ଭି ଚନ୍ଦ୍ରଚୂଡ଼ ଆସନ୍ତାକାଲି ଶପଥପାଠ ଗ୍ରହଣ କରିବେ । ତେବେ କାର୍ଯ୍ୟଦିବସର ଶେଷ ଦିନରେ ୟୁ ୟୁ ଲଳିତ ମୋଟ ୬ଟି ମାମଲା ଉପରେ ସେ ଶୁଣାଣୀ କରିଥିବା ସୂଚନା […]
Read More...

Advertisement