cinema hall open
ଓଡ଼ିଶା 

ସେପ୍‌ଟେମ୍ବର ମାସର ନୂଆ କୋଭିଡ ଗାଇଡଲାଇନ୍‌: ହଟିଲା ସାପ୍ତାହନ୍ତ ସଟ୍‌ଡାଉନ୍‌

ସେପ୍‌ଟେମ୍ବର ମାସର ନୂଆ କୋଭିଡ ଗାଇଡଲାଇନ୍‌: ହଟିଲା ସାପ୍ତାହନ୍ତ ସଟ୍‌ଡାଉନ୍‌ ଭୁବନେଶ୍ୱର: ଅଗଷ୍ଟ ୩୧: ସେପ୍‌ଟେମ୍ବର ମାସର ନୂଆ କୋଭିଡ ଗାଇଡଲାଇନ୍‌ ଆସିଛି । ଏନେଇ ଆଜି ଏସ୍‌ଆର୍‌ସି ପ୍ରଦୀକ କୁମାର ଜେନା ଏକ ପ୍ରେସମିଟ୍‌ ଡ଼କାଇ ଏହାର ସୂଚନା ଦେଇଛନ୍ତି । ଏହି ନୂତନ ଗାଇଡଲାଇନ୍‌ ଅକେଫାବର ୧ ତାରିଖ ଯାଏଁ ବଳବତ୍ତର ରହିବ । ତେବେ ଗାଇଡଲାଇନ୍‌ ଅନୁସାରେ, ରାଜ୍ୟରେ ଆଉ ସାପ୍ତାହନ୍ତ ସଟ୍‌ଡାଉନ୍‌ ରହିବ ନାହିଁ । * ସମସ୍ତ ପୌରାଞ୍ଚଳରେ ରାତି୍ରକାଳୀନ କଫୁ୍ୟ ଜାରି ରହିବ । ରାତି ୧୦ଟାରୁ ଏହି କଫୁ୍ୟ […]
Read More...

Advertisement