CHSE Exam Result
ଓଡ଼ିଶା 

୨୯ରେ ମାଟ୍ରିକ୍‌ ପରୀକ୍ଷା ଫଳ; ସାଢ଼େ ୧୧ଟାରେ ଦୁଇ ୱେବ ସାଇଟରେ ଉପଲବ୍ଧ

୨୯ରେ ମାଟ୍ରିକ୍‌ ପରୀକ୍ଷା ଫଳ; ସାଢ଼େ ୧୧ଟାରେ ଦୁଇ ୱେବ ସାଇଟରେ ଉପଲବ୍ଧ ଭୁବନେଶ୍ୱର : ଜୁଲାଇ ୨୭: ଆଲୋଚନା ପ୍ରତିଆଲୋଚନା ପରେ ବୁଧବାର ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବୋର୍ଡ ର ଦୁଇଟି ୱେବ ସାଇଟ୍‌ ଏବଂ ଏସଏମଏସ୍‌ ଜରିଆରେ ମାଟ୍ରିକ୍‌ ଫଳାଫଳ ଛାତ୍ରଛାତ୍ରୀ ଜାଣିପାରିବେ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଏବଂ […]
Read More...

Advertisement