Chittoor district
Feature 

ଟ୍ରାଫିକ୍‌ ସମସ୍ୟା ନେଇ ଥାନାରେ ୬ବର୍ଷର ବାଳକ

ଟ୍ରାଫିକ୍‌ ସମସ୍ୟା ନେଇ ଥାନାରେ ୬ବର୍ଷର ବାଳକ ଚିତ୍ତୁର: ଦେଶରେ ଟ୍ରାଫିକ ଜାମ୍‌ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି । ହେଲେ କେବେ ଆପଣ କୌଣସି କୁନି ପିଲାକୁ ଟ୍ରାଫିକ ସମସ୍ୟା ନେଇ ଥାନାକୁ ଯାଇଥିବା ଦେଖିନଥିବେ । ଗତ କିଛି ଦିନରୁ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ୬ବର୍ଷର ଶିଶୁ ତାଙ୍କ ସ୍କୁଲ ନିକଟରେ ହେଉଥିବା ଟ୍ରାଫିକ ଜାମର ଅଭିଯୋଗ କରିବା ପାଇଁ ପୋଲିସ ଷ୍ଟେସନରେ ପହଞ୍ଚିଛି । ସାଧାରଣତଃ ଟ୍ରାଫିକ୍‌ […]
Read More...

Advertisement