Chitra Ramkrishna
ଦେଶ- ବିଦେଶ 

ଇଡି ଜାଲରେ ‘ଏନ୍‌ଏସ୍‌ଇ’ର ପୂର୍ବତନ ମୁଖ୍ୟ ରବି ନାରାୟଣ

ଇଡି ଜାଲରେ ‘ଏନ୍‌ଏସ୍‌ଇ’ର ପୂର୍ବତନ ମୁଖ୍ୟ ରବି ନାରାୟଣ ନୂଆଦିଲ୍ଲୀ: ୨୦୦୯ରୁ ୨୦୧୭ ମଧ୍ୟରେ ‘ଏକ୍ସଚେଞ୍ଜ୍‌’ର କର୍ମଚାରୀମାନଙ୍କର ଫୋନ୍‌ ବେଆଇନ୍‌ ଭାବେ ଟ୍ୟାପିଂ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେର୍ଶାଳୟ ‘ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌’ର ପୂର୍ବତନ ପରିଚାଳନା ନିର୍ଦେଶକ ରବି ନାରାୟଣଙ୍କୁ ଗିରଫ କରିଥିବା କଥା ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି । ‘ସିବିଆଇ’ କହିବା ଅନୁସାରେ, ଅଭିଯୋଗ ହୋଇଥିଲା ଯେ, ୨୦୦୯-୧୭ ପର୍ଯ୍ୟନ୍ତ ତତ୍କାଳୀନ ଏମ୍‌. ଡି. ନାରାୟଣ, ତତ୍କାଳୀନ ଡି.ଏମ୍‌.ଡି. ରାମକୃଷ୍ଣା, ତତ୍କାଳୀନ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଏବଂ ‘ଏନ୍‌ଏସ୍‌ଇ’ ପରିସରର ମୁଖ୍ୟ […]
Read More...

Advertisement