Chinese are showing interest in Tibetan Buddhism
ବିଶ୍ବ 

ଚୀନଠାରୁ ମାଗୁଛୁ ସ୍ୱାୟତ୍ତତା: ଦଲାଇଲାମା

ଚୀନଠାରୁ ମାଗୁଛୁ ସ୍ୱାୟତ୍ତତା: ଦଲାଇଲାମା ନୂଆଦିଲ୍ଲୀ : ତି³ତୀୟ ଧର୍ମଗୁରୁ ଚତୁର୍ଦ୍ଦଶ ଦଲାଇ ଲାମା କହିଛନ୍ତି ଯେ ଚୀନଠାରୁ ତି³ତ ସ୍ୱାଧୀନତା ଚାହୁଁନାହିଁ, ବରଂ ସ୍ୱାୟତ୍ତତା ଚାହୁଁଛି । ଏହା ସହିତ ତି³ତୀୟ ବୌଦ୍ଧଧର୍ମର ସଂରକ୍ଷଣ ଚାହୁଁଛି । ଜମ୍ମୁ ଓ କଶ୍ମୀର ଗସ୍ତରେ ଥିବା ଦଲାଇଲାମା କହିଛନ୍ତି ଯେ ଚୀନର ଲୋକେ ଜାଣି ସାରିଲେଣି ଯେ ସେ ତି³ତକୁ ଚୀନଠାରୁ ମୁକ୍ତ କରିବାକୁ ଚାହୁଁନାହାନ୍ତି, ବରଂ ତି³ତ ପାଇଁ କିଛି ଅର୍ଥପୂର୍ଣ୍ଣ ସ୍ୱାୟତ୍ତତା ଓ ତି³ତୀୟ ବୌଦ୍ଧଧର୍ମର ସଂରକ୍ଷଣ ଚାହୁଁଛନ୍ତି । […]
Read More...

Advertisement