Chinan future Strategy
ବିଶ୍ବ 

ଭବିଷ୍ୟ ଯୁଦ୍ଧ ପ୍ରସ୍ତୁତିରେ ଚୀନ୍‌ : ୩ ଲକ୍ଷ ଯୁବକଙ୍କୁ ସେନା ବିଭାଗରେ ନିଯୁକ୍ତି

ଭବିଷ୍ୟ ଯୁଦ୍ଧ ପ୍ରସ୍ତୁତିରେ ଚୀନ୍‌ : ୩ ଲକ୍ଷ ଯୁବକଙ୍କୁ ସେନା ବିଭାଗରେ ନିଯୁକ୍ତି ଚୀନ୍‌: ନଭେମମ୍ବର ୩୦: ସାରା ବିଶ୍ୱ ଏବେ କରୋନାର ନୂଆ ଭୂତାଣୁକୁ ନେଇ ଚିନ୍ତାରେ ଥିବା ବେଳେ ଚୀନ୍‌ କି;ୁ ଭବିଷ୍ୟ ଯୁଦ୍ଧକୁ ନେଇ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି । ଖବର ଅନୁସାରେ, ଚୀନ୍‌ ଖୁବଶୀଘ୍ର ୩ ଲକ୍ଷ ଯୁବକଙ୍କୁ ସେନା ବିଭାଗରେ ନିଯୁକ୍ତି ଦେବ । ଏନେଇ ରାଷ୍ଟ୍ରପତି ସେନା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଚୀନ୍‌ର ସେନାର ପ୍ରମୁଖ କମାଣ୍ଡର ସି ଜିନପିଙ୍ଗ ଏକ ସେନା କାର୍ଯ୍ୟକ୍ରମରେ କହିଛନ୍ତି ଯେ, ସଶସ୍ତ୍ର […]
Read More...

Advertisement