China released indian soldiers
ଦେଶ- ବିଦେଶ 

ବନ୍ଧକ ୧୦ଯବାନଙ୍କୁ ମୁକ୍ତ କଲା ଚୀନ୍‌

ବନ୍ଧକ ୧୦ଯବାନଙ୍କୁ ମୁକ୍ତ କଲା ଚୀନ୍‌ ନୂଆଦିଲ୍ଲୀ: ଜୁନ ୧୯: ଲଦାଖ ସୀମାରେ ଥିବା ଗାଲୱାନ ଉପତ୍ୟକାରେ ସୋମବାର ସଂଘର୍ଷ ସମୟରେ ଚୀନ୍‌ ସେନା ବନ୍ଧକ ରଖିଥିବା ୧୦ଭାରତୀୟ ଯବାନଙ୍କୁ ମୁକ୍ତ କରିଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ମେଜର ମଧ୍ୟ ଥିବା ଜଣାପଡିଛି । ତିନି ଦିନ ଧରି ଆଲୋଚନା ପରେ ବନ୍ଧକ ଥିବା ସୈନିକ ମାନଙ୍କୁ ମୁକ୍ତ କରାଯାଇଛି । ସେନା ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ । ଗୁରୁବାର […]
Read More...

Advertisement