China-India Meeting
ବିଶ୍ବ  ଦେଶ- ବିଦେଶ 

ଉତ୍ତେଜନା ହ୍ରାସ ପାଇଁ ଭାରତ -ଚୀନ କମାଣ୍ଡରସ୍ତରୀୟ ଆଲୋଚନା

ଉତ୍ତେଜନା ହ୍ରାସ ପାଇଁ ଭାରତ -ଚୀନ କମାଣ୍ଡରସ୍ତରୀୟ ଆଲୋଚନା ଭୁବନେଶ୍ୱର : ଅଗଷ୍ଟ ୨: ଭାରତ – ଚୀନ ଉତ୍ତେଜନା ହ୍ରାସ କରିବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି । ମାଲଡୋରେ ଦୁଇଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି । ବିଶେଷ କରି ଏଲ୍‌ଏସିର ପେଙ୍ଗଙ୍ଗ ଓ ଗୋଗ୍ରାର ସ୍ଥିତି ସମ୍ପର୍କରେ ଏହି ବୈଠକରେ ଆଲୋନା ହୋଇଥିବା ସୂଚନା ମିଳିଛଇ । ଜୁନ୍‌ ୧୫ ଗଲୱାନ ଘାଟିର ସଂଘର୍ଷ ପର ଠାରୁ ଏହା ଦୁଇ ଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ପଂଚମ ବୈଠକ । […]
Read More...

Advertisement