china headline
ବିଶ୍ବ 

ଚୀନ୍‌ରେ ବିଜୁଳି ସଙ୍କଟ: କାରଖାନା ଓ ମଲ୍‌ ବନ୍ଦ, ମୋବାଇଲ ଉତ୍ପାଦନରେ ପଡ଼ିପାରେ ପ୍ରଭାବ

ଚୀନ୍‌ରେ ବିଜୁଳି ସଙ୍କଟ: କାରଖାନା ଓ ମଲ୍‌ ବନ୍ଦ, ମୋବାଇଲ ଉତ୍ପାଦନରେ ପଡ଼ିପାରେ ପ୍ରଭାବ ଚୀନ୍‌: ସେପ୍‌ଟେମ୍ବର ୨୮: ଏବେ ଚୀନ୍‌ରେ ବିଜୁଳି ସଙ୍କଟ ଭୟଙ୍କର ରୂପ ନେବାକୁ ଯାଉଇଛି । ଯଦି ଚୀନ୍‌ରେ ଏହି ସମସ୍ୟା ଲାଗିରୁହେ, ତେବେ ମୋବାଲ ଉତ୍ପାଦନ କ୍ଷେତ୍ରରେ ବିଶ୍ୱ ବଜାରରେ ଏହାର ପ୍ରଭାବ ପଡ଼ିବ । ବିଶେଷ କରି ଚୀନ୍‌ର ପୂର୍ବ-ଉତ୍ତର ଅଞ୍ଚଳରେ ଏବେ ବିଜୁଳି ସଙ୍କଟ ବଢିବାରେ ଲାଗିଛି । ସ୍ଥିତି ଏତେ ସଙ୍ଗୀନ ହୋଇପଡ଼ିଛି ଯେ, ଆପଲ ଏବଂ ଟେସଲା ଭଳି ବଡ଼ ବଡ଼ କମ୍ପାନୀ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି । […]
Read More...

Advertisement