child harassment
ଜିଲ୍ଲା  ଅପରାଧ 

ନାବାଳକର ହାତ ଆଙ୍ଗୁଠି କଟା ମାମଲାରେ ଅଭିଯୁକ୍ତକୁ ୬ ବର୍ଷ କାରାଦଣ୍ଡାଦେଶ

ନାବାଳକର ହାତ ଆଙ୍ଗୁଠି କଟା ମାମଲାରେ ଅଭିଯୁକ୍ତକୁ ୬ ବର୍ଷ କାରାଦଣ୍ଡାଦେଶ ବୌଦ୍ଧ: ବୌଦ୍ଧ ଜିଲ୍ଲା ସିଜେଏମ୍‌ ହୃଷିକେଶ ଆଚାର୍ଯ୍ୟ ଜଣେ ନାବାଳକର ହାତ ଆଙ୍ଗୁଠି କଟା ମାମଲାର ବିଚାର କରି ଅଭିଯୁକ୍ତକୁ ୬ବର୍ଷ କାରାଦଣ୍ଡା ଦେଶ ରାୟ ଶୁଣାଇଛନ୍ତି । ଅନ୍ୟ ପକ୍ଷରେ ଅଭିଯୁକ୍ତର ମାଆ, ଭଉଣୀ ଓ ବଡ଼ମାଆକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଚନ୍ଦିଆଁମୁଣ୍ଡା ଗ୍ରାମର ଗୁଲଠୁ ବସ୍ତିଆ (୨୫) । ମାମଲାରୁ ପ୍ରକାଶ ଯେ, କଣ୍ଟାମାଳ ଥାନା ଚନ୍ଦନିଆଁମୁଣ୍ଡା ଗ୍ରାମର ଗୁଣମଣି କର୍ମୀଙ୍କୁ ଗତ ୫.୩,୨୦୧୯ରେ ଘରେ ଏକୁଟିଆ ଥିବା […]
Read More...

Advertisement