Chief Minister Charanjit Singh Channi
ରାଜନୀତି 

ପଞ୍ଜାବରେ ଆପ୍‌ କି ସରକାର: ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ଚନୀ

ପଞ୍ଜାବରେ ଆପ୍‌ କି ସରକାର: ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ଚନୀ ନୂଆଦିଲ୍ଲୀ: ମାର୍ଚ୍ଚ ୧୦: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସପକ୍ଷରେ ଅଧିକ ଭୋଟ୍‌ ଯାଉଥିବା ଖବର ମିଳିଛି । ଆପ୍‌ ପଞ୍ଜାବରେ କ୍ଷମତାସୀନ ହେବାକୁ ଯାଉଛି । ଦିଲ୍ଲୀ ପରେ ଏହା ହେଉଛି ଆପ୍‌ ନିୟନ୍ତ୍ରଣକୁ ଆସୁଥିବା ଦ୍ୱିତୀୟ ରାଜ୍ୟ । ଏହି ଅବସରରେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଚରଣଜିତ୍‌ ସିଂହ ଚନୀ ଚଣ୍ଡୀଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି । ବିଶେଷସୂତ୍ର ଅନୁସାରେ, ସେ ଅବିଳମ୍ବେ ରାଜ୍ୟପାଳଙ୍କୁ […]
Read More...
ମନୋରଞ୍ଜନ  ରାଜନୀତି  ଦେଶ- ବିଦେଶ 

ପଞ୍ଜ।ବ ଷ୍ଟେଟ ଆଇନକ ପଦରୁ ଇସ୍ତଫା ଦେଲେ ସୋନୁ ସୁଦ୍‌

ପଞ୍ଜ।ବ ଷ୍ଟେଟ ଆଇନକ ପଦରୁ ଇସ୍ତଫା ଦେଲେ ସୋନୁ ସୁଦ୍‌ ନୂଆଦିଲ୍ଳୀ :ଜାନୁଆରୀ ୦୮: ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ପୂର୍ବରୁ ଅଭିନେତ। ସୋନୁ ସୁଦଙ୍କ ବଡ ନିଷ୍ପତ୍ତି। ନିଜ ଆଡୁ ଇସ୍ତଫା ଦେଲେ ପଞ୍ଜ।ବ ଷ୍ଟେଟ ଆଇନକ ପଦରୁ। ଲୋକଙ୍କ ମତ।ଧିକ।ର ହ।ରକୁ ବୃଦ୍ଧି କରିବ। ପ।ଇଁ ସୋନୁଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଥିଲା। ହେଲେ ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ପୂର୍ବରୁ ହିଁ ସୋନୁ ଏହି ପଦରୁ ଓହରି ଯ।ଇଛନ୍ତି। ଏନେଇ ସୋନୁ ନିଜେ ଟ୍ୱିଟ୍‌ କରି କହିଛନ୍ତି, ଯେ -ସବୁ ଭଲ ଜିନିଷ ପରି ଏହି ଯ।ତ୍ର। […]
Read More...
ରାଜନୀତି  ଦେଶ- ବିଦେଶ 

ପଞ୍ଜାବ ପ୍ରଦେଶ କଂଗ୍ରେସରେ ସାମିଲ ହେଲେ ରାପର୍‌ ସିଦ୍ଧୁ ମୋସେୱାଲା

ପଞ୍ଜାବ ପ୍ରଦେଶ କଂଗ୍ରେସରେ ସାମିଲ ହେଲେ ରାପର୍‌ ସିଦ୍ଧୁ ମୋସେୱାଲା ଅମୃତସର: ଡିସେମ୍ବର ୦୩: ପଞ୍ଜାବ ପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଶାସନରେ ଥିବା କଂଗ୍ରେସ ଜଣେ ନୂଆ ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା ରାପର୍‌ଙ୍କୁ ନିଜ ଦଳରେ ସାମିଲ କରାଇଛି । ସେ ହେଉଛନ୍ତି ସିଦ୍ଧୁ ମୋସେୱାଲା । କଂଗ୍ରେସ ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଗାୟକ ସିଦ୍ଧୁଙ୍କୁ ଦଳରେ ସାମିଲ କରାଯାଇଛି । ସେହି କାର୍ଯ୍ୟକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନି ଏବଂ ପଞ୍ଜାବ କଂଗ୍ରେସ […]
Read More...

Advertisement