Chief Justice N V Ramana
ଦେଶ- ବିଦେଶ 

ରାଜନୈତିକ ଦଳର ‘ମାଗଣା ପ୍ରତିଶ୍ରୁତି’ ଉପରେ ଲାଗିବ ରୋକ୍‌: ସୁପ୍ରିମକୋର୍ଟ

ରାଜନୈତିକ ଦଳର ‘ମାଗଣା ପ୍ରତିଶ୍ରୁତି’ ଉପରେ ଲାଗିବ ରୋକ୍‌: ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ଲୁଭାଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ଉପହାର ବାଣ୍ଟିବା, ବିଦୁ୍ୟତ୍‌-ପାଣି ମାଗଣାରେ ଦେବା ଏବଂ ଅନ୍ୟାନ୍ୟ ପ୍ରତିଶ୍ରୁତି ଦେଉଛନ୍ତି, ଯାହାକି ଆଦୌ ଉଚିତ୍‌ ନୁହେଁ । ଏହାକୁ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଇ କେନ୍ଦ୍ର ସରକାରଙ୍କୁ ଆଇନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ମାଗଣା ବିଦୁ୍ୟତ୍‌, ପାଣି ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ପ୍ରତଶ୍ରୁତି ଦେଉଛନ୍ତି […]
Read More...
ଦେଶ- ବିଦେଶ 

୨୧ ଜଣ ନ୍ୟାୟିକ ଅଧିକାରୀଙ୍କ ପଦୋନ୍ନତି ପ୍ରସ୍ତାବକୁ ସୁପ୍ରିମକୋର୍ଟଙ୍କ ଅନୁମୋଦନ

୨୧ ଜଣ ନ୍ୟାୟିକ ଅଧିକାରୀଙ୍କ ପଦୋନ୍ନତି ପ୍ରସ୍ତାବକୁ ସୁପ୍ରିମକୋର୍ଟଙ୍କ ଅନୁମୋଦନ ଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନଭି ରମଣାଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ସୁପ୍ରିମକୋର୍ଟ କଲେଜିୟମର ଏକ ବୈଠକରେ ଦେଶର ବିଭିନ୍ନ ହାଇକୋର୍ଟରେ ବିଚାରପତି ଭାବରେ ୨୧ ଜଣ ନ୍ୟାୟିକ ଅଧିକାରୀଙ୍କୁ ପଦୋନ୍ନତି ଦେବା ପାଇଁ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନଭି ରମଣାଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଜଷ୍ଟିସ ୟୁୟୁ ଲଳିତ ଏବଂ ଜଷ୍ଟିସ୍‌ ଏଏମ ଖାନୱିଲକରଙ୍କୁ ନେଇ ଗଠିତ ଏହି କଲେଜିୟମ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସାତ ଜଣ ନ୍ୟାୟିକ ଅଧିକାରୀଙ୍କୁ ବିଚାରପତି […]
Read More...

Advertisement