chicken cutlet sandwich
ଜୀବନଚର୍ଯ୍ୟା 

ଚିକେନ୍‌ କଟଲେଟ୍‌ ସାଣ୍ଡ୍‌ୱିଚ୍‌

ଚିକେନ୍‌ କଟଲେଟ୍‌ ସାଣ୍ଡ୍‌ୱିଚ୍‌ ସାମଗ୍ରୀ – ୪ଟି ହାଡ଼ ନଥିବା ମାଂସ, ୨ ଚାମଚ ଦହି, ଏକ ଚାମଚ ଲଙ୍କାଗୁଣ୍ଡ, ଗୋଲ ଆକାରରେ କଟା ହୋଇଥିବା ଗୋଟିଏ ପିଆଜ ଓ ଗୋଟିଏ କାକୁଡ଼ି, ଏକ ଚାମଚ ଲେମ୍ବୁରସ, ଏକ କପ୍‌ ମଇଦା, ୨ଟି ଅଣ୍ଡା, ଏକ କପ୍‌ ପାଉଁରୁଟି ଗୁଣ୍ଡ ଏବଂ ତେଲ । ପ୍ରଣାଳୀ- ପ୍ରଥମେ ମାଂସକୁ ଦହି, ଲଙ୍କାଗୁଣ୍ଡ, ଲୁଣ ପକାଇ ମ୍ୟାରିନେଟ୍‌ କରି ୨ଘଣ୍ଟା ଫ୍ରିଜ୍‌ରେ ରଖନ୍ତୁ । ତେବେ ଏହାକୁ ଛାଣିବା ପୂର୍ବରୁ ପାଖାପାଖି ୧୫ […]
Read More...

Advertisement