Chhattisgarh's Batkar Curry Recipe
ଜୀବନଚର୍ଯ୍ୟା 

ଛତିଶଗଡି ବଟକର ତରକାରୀ

ଛତିଶଗଡି ବଟକର ତରକାରୀ ସାମଗ୍ରୀ – ଗୋଟେ କପ ଚୋପା ଲଗା ମସୁର ଡାଲି, ଅଧାକପ ଦହି, ୨ ଚାମଚ ବେସନ, ଏକ ଚାମଚ କଟା ପିଆଜ, ଅଳ୍ପ ଭୃସଙ୍ଗ ପତ୍ର, ଏକ ଚାମଚ ସୋରିଷ, ୨ଟି କଞ୍ଚା ଲଙ୍କା, ହଳଦୀ, ଧନିଆ ଗୁଣ୍ଡ, ଲୁଣ । ପ୍ରଣାଳୀ – ପ୍ରଥମେ ଡାଲିକୁ ଧୋଇ ପୂର୍ବ ଦିନରୁ ବତୁରାଇ ନିଅନ୍ତୁ । ପରଦିନ ପ୍ରଥମେ ଏହାକୁ ସିଝାଇ ଅଲଗା ରଖନ୍ତୁ । ଗୋଟିଏ ପାତ୍ରରେ ଦହି ନିଅନ୍ତୁ, ସେଥିରେ ବେସନ, ହଳଦୀ, […]
Read More...

Advertisement