Chariot Making
ଓଡ଼ିଶା 

ଚାଲିଛି ଚଉପଟ କାର୍ଯ୍ୟ, ଆଜି ଡ଼େରାଯିବ ଚକ

ଚାଲିଛି ଚଉପଟ କାର୍ଯ୍ୟ, ଆଜି ଡ଼େରାଯିବ ଚକ ରିପୋର୍ଟ : ନୃସିଂହ ଚରଣ ମହାନ୍ତି ପୁରୀ,୨୯ା୫(ସବ୍ୟୁ):ରଥଖଳାରେ ବିଶ୍ୱ ପ୍ରଶିଦ୍ଧ ଘୋଷ ଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ନିତ ହେବାରେ ଲାଗିଛି ।ଶନିବାର ରଥଖଳାରେ ଚକ ଡେରାଯିବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନଙ୍କ ଥର୍ମାଲ ସ୍କ୍ରନିଂ କରାଯାଇଥିଲା । କରତି ସେବକଙ୍କ ଦ୍ୱାରା ଚିହ୍ନଟ ହୋଇ ୩ରଥର ବଡ ପୋଲ ଗୟଳ ରଥଖଳାରେ ପହଞ୍ଚିବା ପରେ ଚଉପଟ କାର୍ଯ୍ୟ ଚାଲିଛି । ୩ରଥର […]
Read More...
ଓଡ଼ିଶା 

ଶେଷ ହେଲା ୩ରଥର ୪ନାହାକା କାର୍ଯ୍ୟ

ଶେଷ ହେଲା ୩ରଥର ୪ନାହାକା କାର୍ଯ୍ୟ Reported by Nrushingha Charan Mohanty ପୁରୀ,୨୩ା୫(ସବ୍ୟୁ):ଶନିବାର ରଥଖଳାରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରତିଦିନ ପରି ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ଆଜି ସୁଦ୍ଧା ୩ରଥର ଚାରି ନାହାକା କାର୍ଯ୍ୟ ଶେଷ ହୋଇଛି । ତାଳଧ୍ୱଜ ରଥର ୧୧ଟି ଚକର କାର୍ଯ୍ୟ ଶେଷ ହୋଇ ଅନ୍ୟ ୨ଟି ଚକ ମଧ୍ୟରୁ ଗୋଟିକରେ ପହି ବିନ୍ଧା କାର୍ଯ୍ୟ ଚାଲିଛି । ଅନ୍ୟ ଚକଟିର ତୁମ୍ବରେ ଅର ସଂଯୋଗ ସରିଛି ।ତାଳଧ୍ୱଜ ରଥ ଓ […]
Read More...

Advertisement