changes to Twitter
ବିଶ୍ବ 

ଟୁଇଟର୍‌ ବ୍ୟବହାରକାରୀଙ୍କୁ ଦେବାକୁ ପଡ଼ିବ ଅର୍ଥ: ଏଲନ୍‌ ମୁସ୍କ

ଟୁଇଟର୍‌ ବ୍ୟବହାରକାରୀଙ୍କୁ ଦେବାକୁ ପଡ଼ିବ ଅର୍ଥ: ଏଲନ୍‌ ମୁସ୍କ ଦିଲ୍ଲୀ: ମେ ୦୪: ସୋସିଆଲ ମିଡିଆ ଟୁଇଟର୍‌ କିଣିଲା ପରେ ଏଲନ୍‌ ମୁସ୍କଙ୍କ ଚର୍ଚ୍ଚା ଏବେ ଜୋର୍‌ ଧରିଛି । ଏହାରି ମଧ୍ୟରେ ମୁସ୍କ ଏକ ବଡ଼ ଘୋଷଣା କରିଛନ୍ତି । ଟୁଇଟର୍‌ ବ୍ୟବହାରକାରୀଙ୍କୁ ଅର୍ଥ ଦେବାକୁ ପଡ଼ିବ ବୋଲି ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ସେ ତାଙ୍କ କହିଛନ୍ତି ଯେ, କାଜୁଆଲ୍‌ ବା ସାଧାରଣ ଭାବେ ଟୁଇଟର୍‌ ବ୍ୟବହାର କଲେ ଅର୍ଥ ଦେବାକୁ ପଡ଼ିବ ନାହିଁ । କେବଳ କମର୍ସିଆଲ୍‌ ଏବଂ ସରକାରୀ […]
Read More...

Advertisement