changes in cricket
ଖେଳ 

ବଳବତ୍ତର ରହିବ ମଙ୍କଡ୍‌ ଆଉଟ: ଆଇସିସି

ବଳବତ୍ତର ରହିବ ମଙ୍କଡ୍‌ ଆଉଟ: ଆଇସିସି ଦୁବାଇ: ମାର୍ଚ୍ଚ ୧୦: ଅନ୍ତର୍ଜାତୀୟ କ୍ରିକେଟ୍ରେ କିଛି ବିବାଦୀୟ ନିୟମକୁ ଆଇସିସି ପରିବର୍ତ୍ତନ କରିବାକୁ ଯାଉଛି । ତେବେ ବହୁ ଦିନରୁ ଭାଇରାଲ ହେଉଥିବା ମଙ୍କଡ୍ ଆଉଟକୁ ସବୁଜ ସଂକେତ ଦେଇଥିବାବେଳେ କ୍ୟାଚ୍ ଆଉଟ୍, ଫିଲ୍ଡ ସଜ୍ଜା ନିୟମରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି । ମୋଟ୍ ଉପରେ ୯ଟି ନୂଆ ଏବଂ ପରିବର୍ତ୍ତିତ ନିୟମ ଲାଗୁ କରିବାକୁ ଆଇସିସି ନିଷ୍ପତ୍ତି ନେଇଛି । ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ସମସ୍ତ ନୂଆ ନିୟମ କାର୍ଯ୍ୟକାରୀ […]
Read More...

Advertisement