cervical cancer
ସ୍ୱାସ୍ଥ  ଦେଶ- ବିଦେଶ 

ଜରାୟୁ କର୍କଟ ପାଇଁ ପ୍ରଥମ ସ୍ୱଦେଶୀ ଟିକା ପ୍ରସ୍ତୁତ କଲା ସେରମ ଇନଷ୍ଟିଚ୍ୟୁଟ

ଜରାୟୁ କର୍କଟ ପାଇଁ ପ୍ରଥମ ସ୍ୱଦେଶୀ ଟିକା ପ୍ରସ୍ତୁତ କଲା ସେରମ ଇନଷ୍ଟିଚ୍ୟୁଟ ଗର୍ଭାଶୟ ବା ଜରାୟୁ କର୍କଟ ପାଇଁ ବାହାରିଲା ଟୀକା I ଏଥିପାଇଁ ଭାରତ ର ସେରମ ଇନଷ୍ଟିଚ୍ୟୁଟ ପ୍ରଥମ ସ୍ୱଦେଶୀ ଟିକା ବାହାର କରିଛି । ଏହି ଟିକାର ନାଁ ହେଉଛି- କ୍ୱାଡ୍ରିଭାଲାଣ୍ଟ ହ୍ୟୁମାନ୍ ପାପିଲୋମା ଭାଇରସ୍ ଭ୍ୟାକସିନ୍ । ଏହାକୁ ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ବାୟୋଟେକ୍ନୋଲୋଜି ବିଭାଗ ଦ୍ୱାରା ଆରମ୍ଭ କରାଯାଇଛି I ରିପୋର୍ଟ ଅନୁଯାୟୀ, ଗର୍ଭାଶୟ କର୍କଟ କାରଣରୁ ଦେଶରେ ପ୍ରତି ଆଠ ମିନିଟରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥାଏ । ପ୍ରଥମ ପର୍ଯ୍ୟାୟରେ […]
Read More...

Advertisement