Central government wants to have a representative in the appointment panel of judges
ଦେଶ- ବିଦେଶ 

ବିଚାରପତିଙ୍କ ନିଯୁକ୍ତି ପ୍ୟାନେଲରେ ପ୍ରତିନିଧି ରଖିବାକୁ ଚାହୁଁଛି କେନ୍ଦ୍ର ସରକାର

ବିଚାରପତିଙ୍କ ନିଯୁକ୍ତି ପ୍ୟାନେଲରେ ପ୍ରତିନିଧି ରଖିବାକୁ ଚାହୁଁଛି କେନ୍ଦ୍ର ସରକାର ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଡ଼.ୱାଇ.ଚନ୍ଦ୍ରଚୂଡ଼ ଙ୍କୁ ଚିଠି ଲେଖିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ I ବିଚାରପତିଙ୍କ ନିଯୁକ୍ତି ଉପରେ ନିଷ୍ପତ୍ତି ଗ୍ରହଣ କରୁଥିବା ସୁପ୍ରିମ୍‌ କୋର୍ଟର କଲିଜିୟମରେ ସରକାରଙ୍କ ପ୍ରତିନିଧି ସାମିଲ କରାଯିବା ଉଚିତ ବୋଲି ପ୍ରସ୍ତାବ ଦେଇଛନ୍ତି ଆଇନ ମନ୍ତ୍ରୀ I ଏହା ସ୍ୱଚ୍ଛତା ଏବଂ ଜନସାଧାରଣଙ୍କ ଉତ୍ତରଦାୟିତ୍ୱକୁ ବୃଦ୍ଧି କରିବ ବୋଲି ଆଇନ ମନ୍ତ୍ରୀ ଚିଠିରେ ଲେଖିଛନ୍ତି Iସେହିପରି ହାଇକୋର୍ଟ କଲେଜିୟମରେ ରାଜ୍ୟ ସରକାରମାନଙ୍କ ପ୍ରତିନିଧି ମଧ୍ୟ ସାମିଲ ହେବା […]
Read More...

Advertisement