central government has barred
ଦେଶ- ବିଦେଶ 

ମଦ୍ରାସାକୁ ମିଳିବନି ସ୍କଲାରସିପ୍‌: ୧ମରୁ ୮ମ ଶ୍ରେଣୀ ପିଲା ପାଉଥିବା ସ୍କଲାରସିପ୍‌ ବନ୍ଦ

ମଦ୍ରାସାକୁ ମିଳିବନି ସ୍କଲାରସିପ୍‌: ୧ମରୁ ୮ମ ଶ୍ରେଣୀ ପିଲା ପାଉଥିବା ସ୍କଲାରସିପ୍‌ ବନ୍ଦ ଦିଲ୍ଲୀ: ଉତ୍ତର ପ୍ରଦେଶ ମଦ୍ରାସାକୁ ମିଳୁଥିବା ସ୍କଲାରସିପ୍‌କୁ ନେଇ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । ମଦ୍ରାସାରେ ପଢ଼ୁଥିବା ୧ମ ଶ୍ରେଣୀରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆଉ ସ୍କଲାରସିପ୍‌ ମିଳିବ ନାହିଁ । ତେବେ ପୂର୍ବପରି ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍‌ ମିଳିବ ବୋଲି କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସୂଚନା ଅନୁସାରେ, ମଦ୍ରାସାଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ମାଗଣା ଶିକ୍ଷା ଦାନ କରାଯାଉଛି । ଏହାସହ […]
Read More...

Advertisement