CDA Sector-9 area of Odisha’s Cuttack
ଓଡ଼ିଶା 

ଆତ୍ମହତ୍ୟା କଲେ ପୋସ୍କୋ ବିଚାରପତି

ଆତ୍ମହତ୍ୟା କଲେ ପୋସ୍କୋ ବିଚାରପତି କଟକ: ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କୁ ଆଜି ଝୁଲନ୍ତା ଅବସ୍ଥାରେ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ, କଟକର ସିଡିଏ ସେକ୍‌ଟର -୯ ସ୍ଥିତ ସରକାରୀ ଘରେ ୪୯ ବର୍ଷିୟ ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ସିଡିଏର ଏକ ଘରୋଇ ଡାକ୍ତରଖାନାରେ […]
Read More...

Advertisement