CBSE Exam
ଦେଶ- ବିଦେଶ 

ବାତିଲ ହେଲା ସିବିଏସଇ ପରୀକ୍ଷା; ସୁପ୍ରିମକୋର୍ଟରେ ସଲିସିଟର ଜେନେରାଲଙ୍କ ସୂଚନା

ବାତିଲ ହେଲା ସିବିଏସଇ ପରୀକ୍ଷା; ସୁପ୍ରିମକୋର୍ଟରେ ସଲିସିଟର ଜେନେରାଲଙ୍କ ସୂଚନା ଭୁବନେଶ୍ୱର : ଜୁନ ୨୫:ବାତିଲ ହେଲା ସିବିଏସଇ ପରୀକ୍ଷା । ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକିଥିବା ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ଜୁଲାଇ ୧ ରୁ ୧୫ ମଧ୍ୟରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ପରୀକ୍ଷା ବାତିଲ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସଲିସିଟର ଜେନେରାଲ । ସୁପ୍ରିମକୋର୍ଟରେ ସଲିସିଟର ଜେନେରାଲ କହିଛନ୍ତି ଯେ ପରୀକ୍ଷା ପାଇଁ ବହୁତ ସ୍କୁଲକୁ ସଂଗରୋଧ କେନ୍ଦ୍ରରେ ପରିଣତ କରାଯାଇଥିଲା । ତେଣୁ ଆବଶ୍ୟକୀୟ […]
Read More...

Advertisement