cat lover
Feature 

୯ ବର୍ଷ ବୟସ୍କ ବାଳକର ଅନନ୍ୟ ପଶୁପ୍ରେମ

୯ ବର୍ଷ ବୟସ୍କ ବାଳକର ଅନନ୍ୟ ପଶୁପ୍ରେମ ୯ବର୍ଷ ବୟସରେ ପିଲାମାନେ ଖେଳକୁଦରେ ସମୟ ବିତାଇଥାଆନ୍ତି । ହେଲେ ଆମେରିକାର ଜଣେ ବାଳକ ୯ବର୍ଷ ବୟସରେ ଦେଖାଇଛି ବିରଳ ପଶୁପ୍ରେମ । ନିଜପାଇଁ ଖେଳନା କିଣିବା ବୟସରେ ସେ ବିଲେଇଙ୍କ ପାଇଁ ଖେଳନା କିଣୁଛି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ପିଲାଟି ବିଲେଇଙ୍କ ପାଇଁ ଖେଳନା କିଣିବ ବୋଲି ପ୍ରତିବର୍ଷ ଖରାଦିନେ ଲେମନେଡ୍‌ ବିକ୍ରି କରୁଛି । ଏହି କାର୍ଯ୍ୟପାଇଁ ତାଙ୍କ ପରିବାର ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି । ଗୋଟିଏ […]
Read More...

Advertisement