cardiovascular events
ସ୍ୱାସ୍ଥ 

ଆଖିରୁ ଜାଣିହେବ ହୃଦଘାତ୍‌ ଆଶଙ୍କା

ଆଖିରୁ ଜାଣିହେବ ହୃଦଘାତ୍‌ ଆଶଙ୍କା ବିଭିନ୍ନ ସମୟରେ ହୃଦଘାତ୍‌ କାରଣରୁ ଜୀବନ ହାନି ହୋଇଥାଏ, ଯାହା ହଠାତ୍‌ ହେବା ଫଳରେ ଅନେକ ଦୁଃଖ ସହ ସମସ୍ୟା ସୃଷ୍ଟି କରାଇଥାଏ । ତେବେ ବର୍ତ୍ତମାନ ଆଖିରୁ ଜାଣିହେବ ଜଣେ ବ୍ୟକ୍ତିଙ୍କର ହୃତଘାତ ସମ୍ବନ୍ଧରେ । ଯଦି ଜଣେ ବ୍ୟକ୍ତିଙ୍କର ହୃତଘାତ୍‌ ହେବାର ସମ୍ଭାବନା ଅଧିକା ଥାଏ ତେବେ ଏ ସମ୍ପର୍କରେ ଆଖି ସ୍କାନ୍‌ରୁ ଜାଣିହେବ । ଏହି ଉପାୟ ଆଖିର ରେଟିନାରେ ଥିବା ଛୋଟଛୋଟ ରକ୍ତ କଣିକାକୁ ପରିବର୍ତ୍ତନ କରିଥାଏ, ଯାହା ବିଭିନ୍ନ ଭସକୁଲାର […]
Read More...

Advertisement