cardinal pahya
ବିଶ୍ବ 

କାର୍ଡିନାଲ୍‌ ପାହ୍ୟାକୁ ଯିବେ ୨ ଭାରତୀୟ ପାଦ୍ରୀ

କାର୍ଡିନାଲ୍‌ ପାହ୍ୟାକୁ ଯିବେ ୨ ଭାରତୀୟ ପାଦ୍ରୀ ଭଟିକାନ୍‌ ସିଟି: ଆଗାମୀ ଅଗଷ୍ଟ ମାସରେ ଭଟିକାନରେ ଏକ ଉତ୍ସବରେ ପୋପ୍‌ ଫ୍ରାନ୍ସିସଙ୍କଦ୍ୱାରା କାର୍ଡିନାଲ୍‌ ପାହ୍ୟାକୁ ଉନ୍ନୀତ ହେବାକୁ ଥିବା ୨୧ଜଣଙ୍କ ମଧ୍ୟରେ ୨ଜଣ ଭାରତୀୟ ପାଦ୍ରୀ ଥିବା କଥା ରବିବାର ଦିନ ଘୋଷଣା କରାଯାଇଛି । ୨ଜଣ ଭାରତୀୟ ହେଉଛନ୍ତି ଗୋଆ ଓ ଡାମାଓର ଆର୍କବିସପ୍‌ ଫିଲିପ୍‌ ନେରି ଆଣ୍ଟୋନିଓ ସେବାସ୍ତିଆଓ ଡି ରୋଜାରିଓ ଫେରାଓ ଏବଂ ହାଇଦ୍ରାବାଦର ଆର୍କବିସପ୍‌ ଆନ୍ଥୋନି ପୂଲା । ରେଜିନା କୋଲିଦ ଶେଷରେ ପୋପ୍‌ ଫ୍ରାନ୍ସିସ୍‌ କହିଥିଲେ, ନୂତନ କାର୍ଡିନାଲ୍‌ […]
Read More...

Advertisement