Car Festival
ଓଡ଼ିଶା 

ଆଜି ଶ୍ରୀଜିଉଙ୍କ ସୁନାବେଶ

ଆଜି ଶ୍ରୀଜିଉଙ୍କ ସୁନାବେଶ ପୁରୀ: ଜୁଲାଇ ୨୧: ଆଉ ମାତ୍ର କିଛି ସମୟର ଅପେକ୍ଷା । ଦିବ୍ୟ ସୁନାଳଙ୍କାରରେ ଆପାଦ ମସ୍ତକ ମଣ୍ଡିତ ହୋଇ ଚତୁର୍ଦ୍ଧା ମୂର୍ତ୍ତି ଦିବ୍ୟ ରୂପକାନ୍ତିରେ ଭକ୍ତଙ୍କୁ ଦର୍ଶନ ଦେବେ । ଠାକୁରଙ୍କର ଏହି ରଥ ଉପରେ ସୁନାବେଶକୁ ବଡ଼ଚଢ଼ାଉ ବେଶ ମଧ୍ୟ କୁହାଯାଏ । ପ୍ରତିବର୍ଷ ଠାକୁରଙ୍କ ପାଞ୍ଚଥର ସୁନାବେଶ ହୋଇଥାଏ । ତନ୍ମଧ୍ୟରୁ ବାହୁଡ଼ା ଏକାଦଶୀରେ ରଥ ଉପରେ ହେଉଥିବା ଠାକୁରଙ୍କ ସୁନାବେଶ ହେଉଛି ପ୍ରଥମ । ଏହାକୁ ସ୍ୱଚକ୍ଷୁରେ ନିକଟରୁ ଦର୍ଶନ ପାଇଁ […]
Read More...
ଓଡ଼ିଶା 

ରଥଯାତ୍ରା ପ୍ରସଙ୍ଗ; ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ

ରଥଯାତ୍ରା ପ୍ରସଙ୍ଗ; ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ ଭୁବନେଶ୍ୱର :ଜୁନ ୨୧: ରଥଯାତ୍ରା ସଂପର୍କରେ ସୋମବାର ସୁପ୍ରିମକୋର୍ଟଙ୍କ ଚୁଡାନ୍ତ ରାୟ ଆସିବାକୁ ଥିବାବେଳେ ରବିବାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ବିନା ଭକ୍ତରେ ରଥଯାତ୍ରା କରିବା ଲାଗି ଅନୁରୋଧ କରିଛନ୍ତି । କିଛି ଅଳ୍ପ ସଂଖ୍ୟକ ସେବାୟତ ଓ ପୋଲିସଙ୍କୁ ନେଇ ରଥଯାତ୍ରା କରାଯାଉ ଓ ବିଧାୟକ ଭାବେ ରଥଯାତ୍ରା ପାଇଁ ସମସ୍ତ ସହଯୋଗ କରିବେ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି । ଅପରପକ୍ଷରେ ରଥଯାତ୍ରା ନେଇ […]
Read More...
ଓଡ଼ିଶା 

ଶଙ୍କରାଚାର୍ଯ୍ୟ ନୀତିକାନ୍ତି ନିଷ୍ପତ୍ତି ନେବେ : ଗଜପତି

ଶଙ୍କରାଚାର୍ଯ୍ୟ ନୀତିକାନ୍ତି ନିଷ୍ପତ୍ତି ନେବେ : ଗଜପତି ଭୁବନେଶ୍ୱର(ସବୁ୍ୟ) : ଜୁନ ୧୮:ରଥ ଯାତ୍ରାକୁ ବନ୍ଦ ନେଇ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେବ । କି;ୁ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ମାନିବାକୁ ପଡିବ । ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ମତ ରଖିଛନ୍ତି । ପ୍ରତିକି୍ରାୟାରେ ଶ୍ରୀ ଦିବ୍ୟସିଂହ ଦେବ କହିଛନ୍ତି, ଶ୍ରୀମନ୍ଦିର ବାହାରେ ରଥଯାତ୍ରା ନହଲେ ଶ୍ରୀମନ୍ଦିର ଭିତରେ କଣ କରିବାକୁ ହେବ, ତାହା ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । […]
Read More...
ଓଡ଼ିଶା 

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; ହେବନି ପୁରୀ ରଥଯାତ୍ରା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; ହେବନି ପୁରୀ ରଥଯାତ୍ରା ଭୁବନେଶ୍ୱର : ଜୁନ ୧୮:ଚଳିତ ବର୍ଷ ପୁରୀରେ ରଥଯାତ୍ରା ହେବନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କର ଏହି ନିର୍ଦ୍ଦେଶ ଫଳରେ ରଥଯାତ୍ରା ହେବ କି ନହେବ ସେଥିନେଇ ଲାଗି ରହିଥିବା ଦ୍ୱନ୍ଦ ଏବେ ଦୂର ହୋଇଛି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଅନୁମିତ ଦିଆଯିବ, ତେବେ ଆମକୁ ଭଗବାନ ଜଗନ୍ନାଥ କ୍ଷମା ଦେବେ ନାହିଁ । କରୋନା ମହାମାରୀ ସମୟରେ ଏହାକୁ ଅନୁମତି ଦିଆଯାଇ ନ ପାରେ । […]
Read More...
ଓଡ଼ିଶା 

ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ମାମଲା

ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ମାମଲା By Papu Mohanty ଭୁବନେଶ୍ୱର : May 21:ପୁରୀ ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲାବେଳେ ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର, ଗଜପତି ମହାରାଜା ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି । କରୋନା ପାଇଁ ରଥଯାତ୍ରା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇନାହିଁ । ମାତ୍ର ରଥ ନିର୍ମାଣ କାର୍ଯ୍ୟ  ଚାଲୁ ରହିଛି । ପରିସ୍ଥିତି ଅନୁସାରେ […]
Read More...
ଓଡ଼ିଶା 

ରଥଖଳାରେ ନିର୍ମାଣ ହେବ ରଥ; ଯାତ୍ରା ନିଷ୍ପତ୍ତି ନେବେ ରାଜ୍ୟସରକାର

ରଥଖଳାରେ ନିର୍ମାଣ ହେବ ରଥ; ଯାତ୍ରା ନିଷ୍ପତ୍ତି ନେବେ ରାଜ୍ୟସରକାର Edited by Papu Mohanty ଭୁବନେଶ୍ୱର, (ସବୁ୍ୟ): 07/05:ରଥ ନିର୍ମାଣ ନେଇ କେନ୍ଦ୍ରସରକାର ରାଜ୍ୟକୁ ଦେଇଛନ୍ତି ସବୁଜ ସଙ୍କେତ । ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଓଡିଶା ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅନୁମତି ପ୍ରଦାନ ସମ୍ପର୍କରେ ଜଣାଇଦିଆଯାଇଛି । ତେବେ ଏହି ଅନୁମତି ସର୍ତମୂଳକ । ଗୃହମନ୍ତ୍ରଣାଳୟର ସର୍ତ୍ତ ଅନୁସାରେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ କରାଯିବ ତେବେ ସେଠାରେ କୌଣସି ଧାର୍ମିକ ଏକତ୍ରୀ କରଣ ହୋଇପାରିବନି । ସାମାଜି ଦୂରତାର କଡା ଅନୁପାଳନ […]
Read More...

Advertisement