Car Festival in Puri
ଓଡ଼ିଶା 

ରାତି ପାହିଲେ ଘୋଷଯାତ୍ରା;ପୁରୀ ଜିଲ୍ଲା ସଟ୍‌ଡାଉନ୍

ରାତି ପାହିଲେ ଘୋଷଯାତ୍ରା;ପୁରୀ ଜିଲ୍ଲା ସଟ୍‌ଡାଉନ୍ ଭୁବନେଶ୍ୱର (ସବୁ୍ୟ): ଜୁନ ୨୨:ରାତି ପାହିଲେ ଘୋଷଯାତ୍ରା । ଏଥିପାଇଁ ସମଗ୍ର ପୁରୀ ଜିଲ୍ଲାକୁ ସଟ୍‌ଡାଉନ ଘୋଷଣା କରାଯାଇଛି । ସୋମବାର ରାତି ୯ଟାରୁ ଏହି ନିୟମ ଲାଗୁ ହୋଇ ବୁଧବାର ଅର୍ଥାତ ୨୪ ତାରିଖ ଅପରାହ୍ନ ୨ଟା ଯାଏଁ ବଳବତର ରହିବ ଏହି କଟକଣା । ରଥଯାତ୍ରା କିଭଳି ଶୃଙ୍ଖଳାର ସହ ସଂପନ୍ନ ହେବ ସେଥିପାଇଁ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓ ଡିଜିପି ଅଭୟ ତୁରନ୍ତ ପୁରୀରେ ପହଞ୍ଚିଛନ୍ତି । କରୋନା କଟକଣା […]
Read More...

Advertisement