Capital Hospital
ଓଡ଼ିଶା 

କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟର ୪ର୍ଥ ପ୍ଲାଜମା ବ୍ୟାଙ୍କ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟର ୪ର୍ଥ ପ୍ଲାଜମା ବ୍ୟାଙ୍କ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଭୁବନେଶ୍ୱର: ଜୁଲାଇ ୨୮:ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଉଦଘାଟିତ ହୋଇଛି ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ । ଭିଡ଼ିଓ କନଫରେନ୍ସିଂରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ରୋଗୀଙ୍କୁ ନୂଆ ଜୀବନ ଦେବାକୁ ପ୍ଲାଜମା ବ୍ୟାଙ୍କର ପରିକଳ୍ପନା କରି ଏହି ଦିଗରେ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପମାନ ନେଉଛନ୍ତି । ପ୍ଲାଜମା ଦାନ ପାଇଁ ମଧ୍ୟ ଏକ େୱବ୍‌ପୋର୍ଟାଲର ମଧ୍ୟ ଉଦଘାଟନ କରିଛନ୍ତି ରାଜ୍ୟ ସରକାର । ଏସସିବି ସହ ୩ଟି କୋଭିଡ୍‌ […]
Read More...
ଓଡ଼ିଶା 

କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାର ସିଲ୍; ଲ୍ୟାବ୍‌ ଟେକ୍‌ନିସିଆନ୍‌ଙ୍କ ଠାରେ ପଜେଟିଭ୍‌

କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାର ସିଲ୍; ଲ୍ୟାବ୍‌ ଟେକ୍‌ନିସିଆନ୍‌ଙ୍କ ଠାରେ ପଜେଟିଭ୍‌ ଭୁବନେଶ୍ୱର (ସବୁ୍ୟ): ଜୁନ ୨୦: ଭୁବନେଶ୍ୱରରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି । କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାରର ଜଣେ କର୍ମଚାରୀଙ୍କ ଠାରେ କରୋନା ପଜେଟିଭ୍‌ ଚିହ୍ନଟ ହେବାପରେ ୨୪ଘଣ୍ଟା ପାଇଁ କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାରକୁ ସିଲ୍‌ କରିଦିଆଯାଇଛି । ଏଠାରେ ଲ୍ୟାବ୍‌ ଟେକ୍‌ନିସିଆନ୍‌ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ ଠାରେ କୋଭିଡ-୧୯ ପଜେଟିଭ୍‌ ଚିହ୍ନଟ ହୋଇଛି । ତାଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଥିଲାବେଳେ ଅନ୍ୟ ୭ଜଣ କର୍ମଚାରୀଙ୍କୁ ହୋମ୍‌କ୍ୱାରେଣ୍ଟାଇନ୍‌ରେ ରହିବା […]
Read More...

Advertisement