Canada: Justin Trudeau declares national emergency
ବିଶ୍ବ 

କାନାଡାରେ ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି

କାନାଡାରେ ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି କାନାଡା: ଫେବୃଆରୀ ୧୬: ଟୀକାକରଣ ଆଦେଶ ସମେତ ବିଭିନ୍ନ କୋଭିଡ-୧୯ ସମ୍ବନ୍ଧୀୟ ପଦକ୍ଷେପ ବିରୋଧରେ ଟ୍ରକ ଚାଳକଙ୍କ ବିରୋଧର ଜବାବରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ୧୯୮୮ରେ ପ୍ରଣୟନ ହୋଇଥିବା ଜରୁରୀକାଳୀନ ଆଇନ କେବେ ବ୍ୟବହାର କରାଯାଇ ନଥିଲା। ସେ କହିଛନ୍ତି, ଆମେ ବେଆଇନ ଏବଂ ବିପଦପୂର୍ଣ୍ଣ କାର୍ଯ୍ୟକଳାପ ଜାରି ରଖିବାକୁ ଅନୁମତି ଦେବୁ ନାହିଁ । ତେବେ ବର୍ତ୍ତମାନ ଜରୁରୀକାଳୀନ ଶକ୍ତି ତୁରନ୍ତ କାର୍ଯ୍ୟକାରୀ ହେଲା ଏବଂ ଏହା […]
Read More...

Advertisement