CAMERA MAN MANAS MURDER MYSTRY
ଜିଲ୍ଲା  ଅପରାଧ 

ଜେଲ ଗଲେ ଅଭିଯୁକ୍ତ ଶର୍ମିଷ୍ଠା ଓ ସାଥୀ ଝୁନା

ଜେଲ ଗଲେ ଅଭିଯୁକ୍ତ ଶର୍ମିଷ୍ଠା ଓ ସାଥୀ ଝୁନା କଟକ: ଅପ୍ରେଲ ୦୮: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଜେଲ ଗଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । ଆହୁରି ଅଧିକ ସମୟ ପାଇଁ ରିମାଣ୍ଡରେ ନେବାକୁ ମନା କଲା କ୍ରାଇମବ୍ରାଞ୍ଚ । ତେବେ ଆସନ୍ତା ୧୧ ତାରିଖରୁ ଉଭୟଙ୍କୁ କୋର୍ଟରେ ହାଜର କରାଯିବା ନେଇ ସୂଚନା ରହିଛି । ଆଜି କୋର୍ଟରେ ହାଜର ହୋଇଥିଲେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । କଡା ସୁରକ୍ଷା […]
Read More...

Advertisement