Cai Ruo
ଦେଶ- ବିଦେଶ 

ଦିଲ୍ଲୀରେ ଛଦ୍ମବେଶୀ ଚୀନା ମହିଳା ଗିରଫ

ଦିଲ୍ଲୀରେ ଛଦ୍ମବେଶୀ ଚୀନା ମହିଳା ଗିରଫ ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ନେପାଳୀ ସନ୍ନ୍ୟାସିନୀ ଚଦ୍ମବେଶ ପକାଇ ବାସ କରୁଥିବା ଜଣେ ଚୀନା ମହିଳାଙ୍କୁ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ ଦେଶ-ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଗିରଫ କରିଛି । ପ୍ରାପ୍ତ ସୂଚନା ଆଧାରରେ ତଦନ୍ତ କରାଯିବା ପରେ କାଇ ରୁଓ ନାମ୍ନୀ ଉକ୍ତ ଚୀନା ମହିଳାଙ୍କୁ ଦିଲ୍ଲୀ ଅନ୍ତର୍ଗତ ମଞ୍ଜୁ କା ତିଲାରୁ ଗିରଫ କରାଯାଇଥିବା କଥା ପୁଲିସ କହିଛି । ଅଧିକ ତଦନ୍ତରୁ ଜଣାପଡ଼ିଛି ଯେ, ନେପାଳୀ ବୋଲି ମିଥ୍ୟା ପରିଚୟ […]
Read More...

Advertisement