Cabinet Secretary
ଦେଶ- ବିଦେଶ  ଓଡ଼ିଶା 

ଓଡିଶା ସମେତ ନଅଟି ରାଜ୍ୟର କରୋନା ସଂକ୍ରମଣ ପରିଚାଳନା ସ୍ଥିତି ସଂପର୍କରେ ସମୀକ୍ଷା କଲେ କ୍ୟାବିନେଟ ସଚିବ

ଓଡିଶା ସମେତ ନଅଟି ରାଜ୍ୟର କରୋନା ସଂକ୍ରମଣ ପରିଚାଳନା ସ୍ଥିତି ସଂପର୍କରେ ସମୀକ୍ଷା କଲେ କ୍ୟାବିନେଟ ସଚିବ ଭୁବନେଶ୍ୱର: ଜୁଲାଇ ୨୫: ଦେଶର କେତେକ ରାଜ୍ୟରେ ଗତ କିଛି ଦିନ ମଧ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି ଏବଂ କେତେକ ଅଞ୍ଚଳ କୋଭିଡ଼-19 ପରିଚାଳନାରେ ଉଦ୍‌ବେଗର କାରଣ ପାଲଟିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକାରୀ ରଣନୀତିକୁ ସଫଳ ଭାବେ ପରିଚାଳନା ଦ୍ୱାରା ଏହି ମହାମାରୀକୁ କିଭଳି ଭାବେ ନିୟନ୍ତ୍ରଣ ଓ ପରିଚାଳନା କରାଯାଇ ପାରିବ ସେ ସଂପର୍କରେ ଆଜି ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ୍‌ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି […]
Read More...

Advertisement