c
ଓଡ଼ିଶା 

ଓଡ଼ିଶାରେ ୨୪ ଘଣ୍ଟାରେ ୧୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ: ମୋଟ ମୃତ୍ୟୁ ସଂଖ୍ୟା ୨୪୭ କୁ ବୃଦ୍ଧି

ଓଡ଼ିଶାରେ ୨୪ ଘଣ୍ଟାରେ ୧୨ ଜଣ କରୋନା  ରୋଗୀଙ୍କ ମୃତ୍ୟୁ: ମୋଟ ମୃତ୍ୟୁ ସଂଖ୍ୟା ୨୪୭ କୁ ବୃଦ୍ଧି ଭୁବନେଶ୍ୱର: ଅଗଷ୍ଟ ୭: ଓଡିଶା ରେ ୨୪ ଘଣ୍ଟାରେ ୧୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି । ସେଥିମଧ୍ୟରୁ ଗଂଜାମ ଓ ସୁନ୍ଦରଗଡ ରୁ ୩ ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବା ବେଳେ ଭଦ୍ରକ , ଢେଙ୍କାନାଳ, ଗଜପତି , କେନ୍ଦ୍ରାପଡ଼ା , ମୟୁରଭଞ୍ଜ ଏବଂ ସମ୍ବଲପୁର ରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି । ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୪୭ କୁ ବୃଦ୍ଧି ପାଇଛି I […]
Read More...
ଓଡ଼ିଶା 

ରାଜ୍ୟର ହଟ ସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଆଡ଼ମିଶନ ନ କଲେ ଘରୋଇ ହସ୍ପିଟାଲ/କ୍ଲିନିକ ଉପରେ କାର୍ଯ୍ୟାନୁଷ୍ଠାନ

ରାଜ୍ୟର ହଟ ସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଆଡ଼ମିଶନ ନ କଲେ ଘରୋଇ ହସ୍ପିଟାଲ/କ୍ଲିନିକ ଉପରେ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର: ଜୁଲାଇ ୧୮: କେତେକ ଘରୋଇ ହସ୍ପିଟାଲ ଓ କ୍ଲିନିକ କୋଭିଡ ହଟ ସ୍ପଟ ଜିଲ୍ଲା ମାନଙ୍କରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ମନାକରୁଥିବା ଘଟଣା ସରକାର ଙ୍କ ନଜର କୁ ଆସିଛି I ସେଥିନେଇ ସରକାର ଘରୋଇ ହସ୍ପିଟାଲ ଓ କ୍ଲିନିକ କୁ ଚେତାବନୀ ଦେଇ କହିଛନ୍ତି, ହଟ ସ୍ପଟ ଜିଲ୍ଲା ମାନଙ୍କରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନ କଲେ ସମ୍ପୃକ୍ତ ହସ୍ପିଟାଲ/କ୍ଲିନିକ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I ମୁଖ୍ୟ ସଚିବ ଅସିତ […]
Read More...
ଓଡ଼ିଶା 

ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୮୨,୧୪୩ କୁ ବୃଦ୍ଧି; ସୁସ୍ଥ ହେଇସାରିଲେଣି ୮୬,୯୮୩ ଜଣ

ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୮୨,୧୪୩ କୁ ବୃଦ୍ଧି; ସୁସ୍ଥ ହେଇସାରିଲେଣି ୮୬,୯୮୩ ଜଣ ଭୁବନେଶ୍ୱର: ମେ ୩୧: ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୮୨,୧୪୩ କୁ ବୃଦ୍ଧିପାଇଛି l ସେଥିମଧ୍ୟରୁ ୮୬,୯୮୩ ଜଣ ସୁସ୍ଥ ହେଇସାରିଥିବା ବେଳେ, ୮୯,୯୯୫ ଜଣ ଚିକିତ୍ସିତ ହେଉଛନ୍ତି l ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ରିପୋର୍ଟ ଅନୁସାରେ, ଆଜି ପର୍ଯ୍ୟନ୍ତ, ଏ ରୋଗରେ ୫,୧୬୪ ଜଣଙ୍କର ମୃତ୍ୟୁ ହେଇଛି l ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ ସର୍ବାଧିକ ୬୫,୧୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ତାମିଲନାଡୁ ରେ ୨୧,୧୮୪ ଜଣ, ଦିଲ୍ଲୀ ରେ […]
Read More...

Advertisement