Bypoll to Odisha Rajya Sabha seat
ଓଡ଼ିଶା 

ଆସନ୍ତା ଜୁନ୍‌ରେ ହେବ ରାଜ୍ୟସଭା ଉପନିର୍ବାଚନ

ଆସନ୍ତା ଜୁନ୍‌ରେ ହେବ ରାଜ୍ୟସଭା ଉପନିର୍ବାଚନ ଭୁବନେଶ୍ୱର : ମେ ୧୪: ଆସନ୍ତା ଜୁନ୍‌ ମାସ ୧୩ରେ ତାରିଖରେ ରାଜ୍ୟସଭା ଉପନିର୍ବାଚନ ହେବାକୁ ଯାଉଛି ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ରାଜ୍ୟସଭା ସାଂସଦ ତଥା ବିଜେଡ଼ି ନେତା ସୁବାସ ସିଂଙ୍କ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ରାଜ୍ୟସଭା ପଦ ପାଇଁ ଏହି ନିର୍ବାଚନ ହେବ । ସେ ୨୦୨୦ ମାର୍ଚ୍ଚ ମାସରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨ବର୍ଷ ରାଜ୍ୟସଭା ସଦସ୍ୟଭାବେ କାର୍ଯ୍ୟ କରିଥିଲେ । ସେ କଟକର […]
Read More...

Advertisement