BUSINESS
ବାଣିଜ୍ୟ  ଦେଶ- ବିଦେଶ 

୧୨ ଡିଜିଟାଲ ପ୍ଲାଟ୍‌ଫର୍ମ ସେବାର ରେଟିଂ ପ୍ରସଙ୍ଗ : ଓଲା, ଉବେର ସମେତ ୫ଟି ସେବାକୁ ଜିରୋ ରେଟିଂ

୧୨ ଡିଜିଟାଲ ପ୍ଲାଟ୍‌ଫର୍ମ ସେବାର ରେଟିଂ ପ୍ରସଙ୍ଗ : ଓଲା, ଉବେର ସମେତ ୫ଟି ସେବାକୁ ଜିରୋ ରେଟିଂ ନୂଆଦିଲ୍ଲୀ: ଡିଜିଟାଲ ପ୍ଲାଟ୍‌ଫର୍ମରେ ସେବା ପ୍ରଦାନ କରୁଥିବା ୧୨ଟି କମ୍ପାନୀର ପ୍ରଦର୍ଶନକୁ ସମୀକ୍ଷା କରାଯାଇଛି । ଇତିମଧ୍ୟରୁ ଓଲା ଓ ଉବେର ଭଳି ପରିବହନ ସେବା ସମେତ ୫ଟି ସେବା ଜିରୋ ରେଟିଂ ପାଇଥିବା ଜଣାପଡିଛି । ଅନ୍ୟ ତିନିଟି ସଂସ୍ଥା ହେଲା ଡୁଞ୍ଜୋ (ଗ୍ରୋସରୀ ଡେଲିଭେରୀ), ଫାର୍ମାଇଜି ଏବଂ ଆମାଜନ ଫ୍ଲେକ୍ସ (ଉଭୟ ଔଷଧ ଯୋଗାଣକାରୀ ସଂସ୍ଥା) । ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହଯୋଗରେ ଫେୟାରୱାର୍କ ଇଣ୍ଡିଆ ଟିମ୍ ପକ୍ଷରୁ ଏହି ସର୍ଭେ କରାଯାଇ ରେଟିଂ […]
Read More...
ବାଣିଜ୍ୟ  ଓଡ଼ିଶା 

ଆଜିଠୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଳେଭ : ଯୋଗଦେବେ ୧୦୦ ରୁ ଅଧିକ ଶିଳ୍ପପତି

ଆଜିଠୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଳେଭ : ଯୋଗଦେବେ ୧୦୦ ରୁ ଅଧିକ ଶିଳ୍ପପତି ଭୁବନେଶ୍ୱର : ଆଜି ଠାରୁ ଜନତା ମୈଦାନରେ ଆରମ୍ଭ ହୋଇଛି ୫ ଦିନିଆ ଶିଳ୍ପ ମହାକୁମ୍ଭ ର ତୃତୀୟ ସଂସ୍କରଣ I ଏଥିପାଇଁ ଜନତା ମୈଦାନରେ ସମସ୍ତ ପ୍ରସ୍ତୁତି ସରିଛି Iଏଥିରେ ଯୋଗ ଦେଉଛନ୍ତି ୧୩୦ ଟି କମ୍ପାନୀ ସହିତ ୧୦୦ ରୁ ଅଧିକ ନାମୀ ଦାମୀ ଶିଳ୍ପପତି I ଏହି ଶିଳ୍ପ ମହା ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ I ରାଜ୍ୟର ସବୁଠୁ ବଡ଼ ନିବେଶ ମହାକୁମ୍ଭକୁ ଆଜି […]
Read More...
ବିଶ୍ବ  ବାଣିଜ୍ୟ  ଦେଶ- ବିଦେଶ 

ସ୍ୱଦେଶୀ ଆପ ‘କୂ’ ବିଶ୍ୱର ଦ୍ଵିତୀୟ ବୃହତମ ମାଇକ୍ରୋବ୍ଲଗିଂ ସାଇଟ

ସ୍ୱଦେଶୀ ଆପ ‘କୂ’ ବିଶ୍ୱର ଦ୍ଵିତୀୟ ବୃହତମ ମାଇକ୍ରୋବ୍ଲଗିଂ ସାଇଟ ଟ୍ୱିଟର କୁ ଟକ୍କର ଦେବାକୁ ଆସିଲା ‘କୂ’ I ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଦେଶ ବିଦେଶରେ ଚର୍ଚ୍ଚାରେ ରହିଛି। କିନ୍ତୁ ଏହାର ସମକକ୍ଷ ହେବା ପାଇଁ ଭାରତ ର ବହୁଭାଷୀ ସ୍ବଦେଶୀ ଆପ ‘କୂ’ ମାଇକ୍ରୋବ୍ଲଗିଂ ସାଇଟ ବର୍ତ୍ତମାନ ବିଶ୍ୱର ଦ୍ଵିତୀୟ ସ୍ଥାନ ଅଧିକାର କରିଛି I ଏହି ପ୍ଲାଟ୍‌ଫର୍ମରେ ୟୁଜର ସଂଖ୍ୟା ବଡ଼ ମାତ୍ରାରେ ବୃଦ୍ଧି ପାଇଛି । ୟୁଜରମାନେ ମଧ୍ୟ ଏଥିରେ ଅଧିକ ସମୟ ବ୍ୟୟ କରୁଛନ୍ତି । ମାର୍ଚ୍ଚ ୨୦୨୦ ରେ ଆରମ୍ଭ […]
Read More...
ବିଶ୍ବ  ବାଣିଜ୍ୟ 

ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ଉପରେ ପ୍ରତିବନ୍ଧକ ଲଗାଇଲେ ମସ୍କ

ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ଉପରେ  ପ୍ରତିବନ୍ଧକ ଲଗାଇଲେ ମସ୍କ ଟ୍ୱିଟର ଏହାର ପେଡ୍ ବ୍ଲୁ ଟିକ୍ ସବସ୍କ୍ରିପସନ୍ ଉପରେ ଲଗାଇଲା ପତିବନ୍ଧକ । CNBC ଏହାର ଏକ ରିପୋର୍ଟରେ ଏହା ପ୍ରକାଶ କରିଛି। ଟ୍ୱିଟର ଏହାର ନୂତନ ବ୍ଲୁ ସବସ୍କ୍ରିପସନ୍ ରୋଲ ହେବାର ଗୋଟିଏ ଦିନ ପରେ ବନ୍ଦ କରି ଦେଇଛି I ସିଏନବିସି ରିପୋର୍ଟ କରିଛି ଯେ ବ୍ରାଣ୍ଡ ଏବଂ ସେଲିବ୍ରିଟିଙ୍କ ଅନୁକରଣ ପାଇଁ ଉପଭୋକ୍ତାମାନେ ଏହାକୁ ଅପବ୍ୟବହାର କରୁଛନ୍ତି। ଏଲନ୍ ମସ୍କ ଟୁଇଟରର ଅଧିଗ୍ରହଣ କରିବା ପରେ ମାସକୁ $ ୭.୯୯ / ବଦଳରେ […]
Read More...
ବାଣିଜ୍ୟ  ଦେଶ- ବିଦେଶ 

ଏୟାରଟେଲ ର ଧମାକା ଅଫର,୯୯ ରିଚାର୍ଜ ପ୍ଲାନ ରେ ପାଆନ୍ତୁ ଏହି ସବୁ ସୁବିଧା

ଏୟାରଟେଲ ର ଧମାକା ଅଫର,୯୯ ରିଚାର୍ଜ ପ୍ଲାନ ରେ ପାଆନ୍ତୁ ଏହି ସବୁ ସୁବିଧା ବେଙ୍ଗାଲୁରୁ : ଏୟାରଟେଲ ଉପଭୋକ୍ତାଙ୍କ ପାଇଁ ଆସିଛି ଧମାକା ଅଫର I ଯଦି ଆପଣ ଜଣେ ଏୟାରଟେଲ୍ ଉପଭୋକ୍ତା ହୋଇଥାନ୍ତି ଏହି ଅଫର ର ସମ୍ପୂର୍ଣ୍ଣ ଫାଇଦା ଉଠାନ୍ତୁ I ଅନ୍ୟ ଟେଲି କମ୍ୟୁନିକେସନ କମ୍ପାନୀଙ୍କ ଠାରୁ ଅଧିକ ଲୋକ ଏୟାରଟେଲ କୁ ପସନ୍ଦ କରିଥାନ୍ତି I ଏହାକୁ ଦୃଷ୍ଟିରେ ରଖି ଏୟାରଟେଲ ନିଜ ଉପଭୋକ୍ତାଙ୍କ ପାଇଁ ୯୯ ତାଙ୍କ ଠାରୁ ଆରମ୍ଭ କରି ୫୯୯ ତାଙ୍କ ପର୍ଯ୍ୟନ୍ତ ରିଚାର୍ଜ ପ୍ଲାନ ରଖିଛି I ଆସନ୍ତୁ ଆମେ […]
Read More...

Advertisement