ଫେବୃଆରୀ କାର୍ଯ୍ୟକ୍ଷମ ହେବ ନାହିଁ ହ୍ୱାଟସଆପ୍‍ !

ସମୟ ଲାଇଭ୍‍,୧୧/୧୨: ଆପଣ ଇନ୍ସଣ୍ଟାଣ୍ଟ ମେସେଜିଙ୍ଗ୍‍ ଆପ୍‍ ହ୍ୱାଟସ୍‍ଆପ୍‍ ବ୍ୟ ବହାର କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଦୁଃଖ ଖବର। ୨୦୨୦ ଫେବୃଆରୀ ମାସରୁ ଲକ୍ଷରୁ ଊର୍ଦ୍ଧ୍ବ ମୋବାଇଲ୍‍ ଫୋନ୍‍ରେ ହ୍ୱାଟସଆପ୍‍ କାର୍ଯ୍ୟକାରୀ ହେବ ନାହିଁ। ଯଦି ଆପଣଙ୍କ ଫୋନ୍‍ ଆଇଓଏସ୍‍ ୮ କିମ୍ବା ଏହାର ପୁରୁଣା ଭର୍ସନ ଅଟେ ତେବେ ଆପଣ ୧ ଫେବୃଆରୀାଂରୁ ଆପଣ ହ୍ୱାଟସ୍‍ଆପ ବ୍ୟବହାର କରିପାରିବେ ନାହିଁ। ଆଇଫୋନ୍‍ ୬ ଓ ଏହା ପରେ ଆସିଥିବା ଆଇଫୋନ୍‍ ମଡ଼େଲରେ […]

Samaya Live Picture
Published On

ସମୟ ଲାଇଭ୍‍,୧୧/୧୨: ଆପଣ ଇନ୍ସଣ୍ଟାଣ୍ଟ ମେସେଜିଙ୍ଗ୍‍ ଆପ୍‍ ହ୍ୱାଟସ୍‍ଆପ୍‍ ବ୍ୟ ବହାର କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଦୁଃଖ ଖବର। ୨୦୨୦ ଫେବୃଆରୀ ମାସରୁ ଲକ୍ଷରୁ ଊର୍ଦ୍ଧ୍ବ ମୋବାଇଲ୍‍ ଫୋନ୍‍ରେ ହ୍ୱାଟସଆପ୍‍ କାର୍ଯ୍ୟକାରୀ ହେବ ନାହିଁ।
ଯଦି ଆପଣଙ୍କ ଫୋନ୍‍ ଆଇଓଏସ୍‍ ୮ କିମ୍ବା ଏହାର ପୁରୁଣା ଭର୍ସନ ଅଟେ ତେବେ ଆପଣ ୧ ଫେବୃଆରୀାଂରୁ ଆପଣ ହ୍ୱାଟସ୍‍ଆପ ବ୍ୟବହାର କରିପାରିବେ ନାହିଁ। ଆଇଫୋନ୍‍ ୬ ଓ ଏହା ପରେ ଆସିଥିବା ଆଇଫୋନ୍‍ ମଡ଼େଲରେ କାର୍ଯ୍ୟକାରୀ ହେବ ନାହିଁ। ସେହିପରି ଆପଣଙ୍କ ଆଣ୍ଡର,ଡ଼୍‍ ଫୋନ୍‍ ଯଦି ୨.୩.୩ ଭର୍ସନର ଠାରୁ ପୁରୁରାର ଭର୍ସନ ଅଟେ ତେବେ ଆପଣଙ୍କ ମୋବାିଳରେ ମଧ୍ୟ ହ୍ୱାଟସଆପ୍‍ କାର୍ଯ୍ୟ କରିବ ନାହିଁ।
ତେବେ ଆପଣଙ୍କ ଫୋନ୍‍ ଯଦି ୱିଣ୍ଡୋ ୮.୧ ଅଟେ ତେବେ ଏଥିରେ ହ୍ୱାଟସଆପ୍‍ ସେବା ଉପଳବ୍ଧ ହେବ।
ଅନ୍ୟପଟେ ୟୁଜର୍ସଙ୍କ ସୁରକ୍ଷାକୁ ନେଇ ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

Tags: