ନୂଆ ଫିଚର ସହ Vivo S5 ସିରିଜର ବଜାର ପ୍ରବେଶ
ସମୟ ଲାଇଭ,୧୫/୧୧: ଅନେକ ନୂଆ ଫିଚର ସହିତ ଚାଇନାରେ ଭିଭୋ ଏସ-୫ ସିରିଜ ଏବେ ବଜାର ପ୍ରବେଶ କରିଛି। ପାଞ୍ଚୋଟି କ୍ୟାମେରା ସହିତ ନୁଆ ଟେକ୍ନୋଲୋଜିରେ ଭରପୁର ଭିଭୋ ଏସ- ୫ ସିରିଜର ଏହି ନୂଆ ମୋବାଇଲକଚ ମାକ୍ରେଟକୁ ଛାଡିଛି କମ୍ପାନୀ। ଏହି ଫୋନ୍ରେ ପଞ୍ଚ୍ ହୋଲ୍ ଡିସପ୍ଲେ ଡିଜାଇନ୍ ସହିତ କ୍ୱାର୍ଡ ରିୟର୍ କ୍ୟାମେରା ରହିଛି। ସେହିପରି ଫୋନ୍ର ବ୍ୟାକ୍ରେ ଡାଇମଣ୍ଡ୍ ଶେପ୍ର କ୍ୟାମେରା ମଡ୍ୟୁଲ୍ ରହିଛି, ଯେଉଁଥିରେ ତିନୋଟି ସେନସର୍ ଦିଆଯାଇଛି ଏବଂ ଚତୁର୍ଥ […]
ସମୟ ଲାଇଭ,୧୫/୧୧: ଅନେକ ନୂଆ ଫିଚର ସହିତ ଚାଇନାରେ ଭିଭୋ ଏସ-୫ ସିରିଜ ଏବେ ବଜାର ପ୍ରବେଶ କରିଛି। ପାଞ୍ଚୋଟି କ୍ୟାମେରା ସହିତ ନୁଆ ଟେକ୍ନୋଲୋଜିରେ ଭରପୁର ଭିଭୋ ଏସ- ୫ ସିରିଜର ଏହି ନୂଆ ମୋବାଇଲକଚ ମାକ୍ରେଟକୁ ଛାଡିଛି କମ୍ପାନୀ। ଏହି ଫୋନ୍ରେ ପଞ୍ଚ୍ ହୋଲ୍ ଡିସପ୍ଲେ ଡିଜାଇନ୍ ସହିତ କ୍ୱାର୍ଡ ରିୟର୍ କ୍ୟାମେରା ରହିଛି। ସେହିପରି ଫୋନ୍ର ବ୍ୟାକ୍ରେ ଡାଇମଣ୍ଡ୍ ଶେପ୍ର କ୍ୟାମେରା ମଡ୍ୟୁଲ୍ ରହିଛି, ଯେଉଁଥିରେ ତିନୋଟି ସେନସର୍ ଦିଆଯାଇଛି ଏବଂ ଚତୁର୍ଥ ସେନସର୍କୁ କ୍ୟାମେରା ମଡ୍ୟୁଲ୍ର ବଟମ୍ରେ ଦିଆଯାଇଛି। ସ୍ମାର୍ଟଫୋନ୍ର ୮ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜର ମୂଲ୍ୟ ୨୭,୬୦୦ ଟଙ୍କା ଥିବାବେଳେ ୮ଜିବି ରାମ୍ ଓ ୨୫୬ ଜିବି ଷ୍ଟୋରେଜର ମୂଲ୍ୟ ୩୦, ୭୦୦ ଟଙ୍କା ରହିଛି। ୨୨ ନଭେମ୍ୱରରୁ କମ୍ପାନୀ ଏହି ଫୋନ୍ର ବିକ୍ରି ଆରମ୍ଭ କରିବ ବୋଲି ଜଣାପଡିଛି।

Tags:




