ଶ୍ରୀଲଙ୍କାରେ ଆକାଶ ଛୁଆଁ ପରିବା ଦର
ଶ୍ରୀଲଙ୍କା: ଜାନୁଆରୀ ୧୨: ଚୀନରୁ ଅଧିକ ଋଣ ଆଣି ଶ୍ରୀଲଙ୍କ।ର ବର୍ତ୍ତମାନ ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇଥିବା ଦେଖାଦେଇଛି। ଏହି ଆର୍ଥିକ ଋଣ ପାଇଁ ଦେଶରେ ପନ ପରିବା ଦର ଆକାଶ ଛୁଆଁ ହୋଇଛି। ଆଳୁକିଲୋ ହେଲ। ୨୦୦ ଟଙ୍କ। ହୋଇଥିବ।ବେଳେ କଞ୍ଚ। ଲଙ୍କ। କିଲୋପ୍ରତି ୭୦୦ ଟଙ୍କ।ରୁ ଅଧିକ ହୋଇଛି । ଶହେ ଗ୍ର।ମ ଲଙ୍କ।ର ଦ।ମ ୧୮ ଟଙ୍କ। ପରିବର୍ତ୍ତେ ୭୧ ଟଙ୍କ। ହୋଇଛି । ଏହ।ର […]
ଶ୍ରୀଲଙ୍କା: ଜାନୁଆରୀ ୧୨: ଚୀନରୁ ଅଧିକ ଋଣ ଆଣି ଶ୍ରୀଲଙ୍କ।ର ବର୍ତ୍ତମାନ ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇଥିବା ଦେଖାଦେଇଛି। ଏହି ଆର୍ଥିକ ଋଣ ପାଇଁ ଦେଶରେ ପନ ପରିବା ଦର ଆକାଶ ଛୁଆଁ ହୋଇଛି। ଆଳୁକିଲୋ ହେଲ। ୨୦୦ ଟଙ୍କ। ହୋଇଥିବ।ବେଳେ କଞ୍ଚ। ଲଙ୍କ। କିଲୋପ୍ରତି ୭୦୦ ଟଙ୍କ।ରୁ ଅଧିକ ହୋଇଛି । ଶହେ ଗ୍ର।ମ ଲଙ୍କ।ର ଦ।ମ ୧୮ ଟଙ୍କ। ପରିବର୍ତ୍ତେ ୭୧ ଟଙ୍କ। ହୋଇଛି । ଏହ।ର ମୂଲ୍ୟ ମ।ସକ ମଧ୍ୟରେ ୨୮୭ ବଢିଛି ।
ସେହିପରି ବ।ଇଗଣ ଦ।ମ ୫୧%, ପିଆଜ ୪୦%, ବିନସ ଓ ଟମ।ଟୋ ମୂଲ୍ୟ ୧୦% ବୃଦ୍ଧି ହୋଇଛି । ଟମ।ଟୋ ୨୦୦, ବ।ଇଗଣ ୧୬୦, ଭେଣ୍ଡି ୨୦୦, କଲର। ୧୬୦, ବନ୍ଧ।କୋବି ୨୪୦, ଗ।ଜର ୨୦୦ରେ ପହଞ୍ଚିଛି। ତେବେ ଚୀନ୍ ଠାରୁ ଅଧିକ ସଂଖ୍ୟକ ଋଣ ଶ୍ରୀଲଙ୍କା ପାଇଁ ମହଙ୍ଗା ପଡିଥିବାରୁ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଶ ପ୍ରକାଶ ପାଇଛି।




