ଜାନୁଆରୀ ୧ରୁ ବଦଳିବ ଏଟିଏମରୁ ଟଙ୍କା ଉଠାଣ ନିୟମ

ସମୟ ଲାଇଭ୍‍,୨୭/୧୨: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‍ ଇଣ୍ଡିଆରେ ଏଟିଏମରୁ ଟଙ୍କା ଉଟାଣ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏଣିକି ରାତିରେ ଏଟିଏମରୁ ଟଙ୍କା ଉଠାଣ ପାଇଁ ଓଟିପି ( ୱାନ ଓାଇମ୍‍ ପାସୱାର୍ଡ଼) ଅନିବାର୍ଯ୍ୟ ହେବ। ଏହି ନିୟମ ୨୦୨୦ ଜାନୁଆରୀ ୧ ତାରିଖରୁ ଲାଗୁ ହେବାକୁ ଯାଉଛି। ଏଟିଏମ୍‍ ଠକେଇ ଉପରେ ରୋକ୍‍ ଲଗାଇବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ଇଛି। ସାଧାରଣତଃ ରାତିରେ […]

Samaya Live Picture
Published On

ସମୟ ଲାଇଭ୍‍,୨୭/୧୨: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‍ ଇଣ୍ଡିଆରେ ଏଟିଏମରୁ ଟଙ୍କା ଉଟାଣ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏଣିକି ରାତିରେ ଏଟିଏମରୁ ଟଙ୍କା ଉଠାଣ ପାଇଁ ଓଟିପି ( ୱାନ ଓାଇମ୍‍ ପାସୱାର୍ଡ଼) ଅନିବାର୍ଯ୍ୟ ହେବ। ଏହି ନିୟମ ୨୦୨୦ ଜାନୁଆରୀ ୧ ତାରିଖରୁ ଲାଗୁ ହେବାକୁ ଯାଉଛି। ଏଟିଏମ୍‍ ଠକେଇ ଉପରେ ରୋକ୍‍ ଲଗାଇବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ଇଛି। ସାଧାରଣତଃ ରାତିରେ ଏଟିଏମ୍‍ ଲୁଟ୍‍ ପରି ଘଟଣା ଘଟୁଥିବାରୁ ଏପରି ନିଷ୍ପତ୍ତି ନେଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Tags: