୩୫ କୋଟି ଗ୍ରାହକଙ୍କୁ ଜିଓ ଦେବ ଝଟକା !
ସମୟ ଲାଇଭ୍,୨୧/୧୧: ଶସ୍ତାରେ କଲ୍ ଓ ଡ଼ାଟା ଉପଲବ୍ଧ କରୁଥିବା ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ବର୍ତ୍ତମାନ ଏହାର ୩୫ କୋଟି ଗ୍ରାହକଙ୍କୁ ଝଟକା ଦେବା ଭଳି ପ୍ରୟାସ ଚଳାଇଛି। ପ୍ରଥମେ ଭୋଡ଼ାଫୋନ୍ ଆଇଡ଼ିଆ ଏବଂ ଏୟାରଟେଲ ଦ୍ୱାରା ଡ଼ିସେମ୍ବର ୧ରୁ ତାରିଫ୍ ମୂଲ୍ୟରେ ପରିବର୍ତ୍ତନ କରିବା ଲାଗି ଘୋଷଣା କରିଛି। ଜିଓ ତରଫରୁ ଏହାର ତାରିଫ୍ ମୂଲ୍ୟରେ ବୃଦ୍ଧି କରାଯିବ ନିଷ୍ପତ୍ତି ବ୍ୟତୀତ ଅନ୍ୟ କେତକ ଉପାୟ ଉପରେ ମଧ୍ୟ କରାଯାଉଥିବା କମ୍ପାନୀ କହିଛି। […]
ସମୟ ଲାଇଭ୍,୨୧/୧୧: ଶସ୍ତାରେ କଲ୍ ଓ ଡ଼ାଟା ଉପଲବ୍ଧ କରୁଥିବା ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ବର୍ତ୍ତମାନ ଏହାର ୩୫ କୋଟି ଗ୍ରାହକଙ୍କୁ ଝଟକା ଦେବା ଭଳି ପ୍ରୟାସ ଚଳାଇଛି। ପ୍ରଥମେ ଭୋଡ଼ାଫୋନ୍ ଆଇଡ଼ିଆ ଏବଂ ଏୟାରଟେଲ ଦ୍ୱାରା ଡ଼ିସେମ୍ବର ୧ରୁ ତାରିଫ୍ ମୂଲ୍ୟରେ ପରିବର୍ତ୍ତନ କରିବା ଲାଗି ଘୋଷଣା କରିଛି। ଜିଓ ତରଫରୁ ଏହାର ତାରିଫ୍ ମୂଲ୍ୟରେ ବୃଦ୍ଧି କରାଯିବ ନିଷ୍ପତ୍ତି ବ୍ୟତୀତ ଅନ୍ୟ କେତକ ଉପାୟ ଉପରେ ମଧ୍ୟ କରାଯାଉଥିବା କମ୍ପାନୀ କହିଛି। ଏହି ପ୍ରସଙ୍ଗରେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ।
Tags:




