କମିଲା ପେଟ୍ରୋଲ, ଡ଼ିଜେଲ ଦର
ସମୟ ଲାଇଭ୍,୨୫/୧୦: ଧନତେରସ୍ ଅବସରରେ ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ ଓ ଡ଼ିଜେଲ ଦର ହ୍ରାସ ପାଇଛି। ଦିଲ୍ଲୀ ଓ କୋଲକାତାରେ ପେଟ୍ରୋଲ ଲିଟର ପିଚ୍ଛା ୧୧ ପଇସା, ମୁମ୍ବାଇରେ ୧୦ ପଇସା, ଚେନ୍ନାଇରେ ୧୨ ପଇସା କମ୍ ହୋଇଥିଲାବେଳେ ଡ଼ିଲେ ଦାମ୍ ଲିଟର ପିଚ୍ଛା ଦିଲ୍ଲୀ, କୋଲକାତା, ଚେନ୍ନାଇରେ ୬ ପଇସା କମ୍ ହୋଇଛି। ସେହିପରି ମୁମ୍ବାଇରେ ଡ଼ିଜେଲ ଦର ୭ ପିସା ହ୍ରାସ ପାଇଛି। ତେବେ ଏହା ଦ୍ୱିତୀୟ ଦିନ ପାଇଁ ହ୍ରାସ ପାଇଛି। […]
ସମୟ ଲାଇଭ୍,୨୫/୧୦: ଧନତେରସ୍ ଅବସରରେ ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ ଓ ଡ଼ିଜେଲ ଦର ହ୍ରାସ ପାଇଛି। ଦିଲ୍ଲୀ ଓ କୋଲକାତାରେ ପେଟ୍ରୋଲ ଲିଟର ପିଚ୍ଛା ୧୧ ପଇସା, ମୁମ୍ବାଇରେ ୧୦ ପଇସା, ଚେନ୍ନାଇରେ ୧୨ ପଇସା କମ୍ ହୋଇଥିଲାବେଳେ ଡ଼ିଲେ ଦାମ୍ ଲିଟର ପିଚ୍ଛା ଦିଲ୍ଲୀ, କୋଲକାତା, ଚେନ୍ନାଇରେ ୬ ପଇସା କମ୍ ହୋଇଛି। ସେହିପରି ମୁମ୍ବାଇରେ ଡ଼ିଜେଲ ଦର ୭ ପିସା ହ୍ରାସ ପାଇଛି।
ତେବେ ଏହା ଦ୍ୱିତୀୟ ଦିନ ପାଇଁ ହ୍ରାସ ପାଇଛି। ପୂର୍ବରୁ ଗୁରୁବାର ମଧ୍ୟ କେତକ ସହରରେ ଡ଼ିଜେଲ ଓ ପେଟ୍ରୋଲ ଦର ହ୍ରାସ ପାଇଥିଲା।
Tags:




