ଫେସବୁକ ଦେଲା ଦେଢ କୋଟି ଟଙ୍କାର ଚାକିରି ଅଫର

ସମୟ ଲାଇଭ,୬/୧୧: ବିଶ୍ୱରେ ସାମାଜିକ ଗଣମାଧ୍ୟମ କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ସବୁଠାରୁ ଲୋକପ୍ରିୟ ଗଣମାଧ୍ୟମ ଫେସବୁକ ଦେଲା ଦେଢ କୋଟି ସଙ୍କାର ଚାକିରୀ ଅଫର। ଇନ୍ଦ୍ରପ୍ରସ୍ଥ ଆଇଆଇଟିରେ ଇଂଜିନିୟର ଅଧ୍ୟୟନରତ ଜଣେ ଛାତ୍ରୀଙ୍କୁ ମିଳିଛି ଏହି ସୁଯୋଗ। ଫେସବୁକ ତରଫରୁ ତାଙ୍କୁ ମିଳିଛି ଏହି ସୁଯୋଗ। ଫେସବୁକ ୧.୪୫ କୋଟି ଟଙ୍କାର ବାର୍ଷିକ ପ୍ୟାକେଜ ଅଫର କରିଛନ୍ତି ଛାତ୍ରୀଙ୍କୁ। ଜାତୀୟ ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଇଂଷ୍ଟଟିଚ୍ୟୁଟ୍ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷର କ୍ୟାମ୍ପସ […]

Samaya Live Picture
Published On

ସମୟ ଲାଇଭ,୬/୧୧: ବିଶ୍ୱରେ ସାମାଜିକ ଗଣମାଧ୍ୟମ କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ସବୁଠାରୁ ଲୋକପ୍ରିୟ ଗଣମାଧ୍ୟମ ଫେସବୁକ ଦେଲା ଦେଢ କୋଟି ସଙ୍କାର ଚାକିରୀ ଅଫର। ଇନ୍ଦ୍ରପ୍ରସ୍ଥ ଆଇଆଇଟିରେ ଇଂଜିନିୟର ଅଧ୍ୟୟନରତ ଜଣେ ଛାତ୍ରୀଙ୍କୁ ମିଳିଛି ଏହି ସୁଯୋଗ। ଫେସବୁକ ତରଫରୁ ତାଙ୍କୁ ମିଳିଛି ଏହି ସୁଯୋଗ। ଫେସବୁକ ୧.୪୫ କୋଟି ଟଙ୍କାର ବାର୍ଷିକ ପ୍ୟାକେଜ ଅଫର କରିଛନ୍ତି ଛାତ୍ରୀଙ୍କୁ। ଜାତୀୟ ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଇଂଷ୍ଟଟିଚ୍ୟୁଟ୍ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷର କ୍ୟାମ୍ପସ ସିଲେକ୍ସନରେ ମୋଟ୍ ୫୬୨ଟି ଅଫର ମିଳିଥିଲା । ସେଥି ମଧ୍ୟରୁ ୩୧୦ଟି ଫୁଲ ଟାଇମ୍ ଏବଂ ୨୫୨ଟି ଇଂଟର୍ଣ୍ଣଶିପ୍ ସାମିଲ ହୋଇଛନ୍ତି । ତେବେ କୌଣସି ଛାତ୍ରୀଙ୍କୁ ଚାକିରିର ଏଭଳି ଏକ ବଡ ଅଫର ମିଳିବା ଦିଲ୍ଲୀ ଆଇଆଇଟିରେ ଇତିହାସରେ ପ୍ରଥମ ବୋଲି ଜଣାପଡ଼ିଛି ।

 

Tags: