ଟ୍ବିଟରର ନୂଆ ସିଇଓ ହେବେ ଲିଣ୍ଡା ୟାକାରିନୋ

ନୂଆଦିଲ୍ଲୀ: ଏନ୍ସିବି ୟୁନିଭର୍ସନାଲରେ ବିଜ୍ଞାପନ ମୁଖ୍ୟ ଲିଣ୍ଡା ୟାକାରିନୋ ଟ୍ବିଟରର ନୂଆ ସିଇଓ ହେବେ। ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ବର୍ତ୍ତମାନ ଟ୍ବିଟରର ସିଇଓ ଥିବା ଏଲନ ମସ୍କ ଗୁରୁବାର କହିଛନ୍ତି, ଟ୍ବିଟର ପାଇଁ ସେ ଜଣେ ନୂଆ ଏକ୍ଜିକ୍ୟୁଟିଭ ପାଇଛନ୍ତି। କିନ୍ତୁ ସେ ଉକ୍ତ ବ୍ୟକ୍ତିଙ୍କ ନାମ କହିନାହାନ୍ତି। ଲିଣ୍ଡା ୟାକାରିନୋ ନୂଆ ସିଇଓ ହେବେ ବୋଲି କୁହାଯାଉଛି। ପ୍ରାୟ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଧରି ଲିଣ୍ଡା ଏନସିବି ୟୁନିଭର୍ସାଲରେ ଅଛନ୍ତି। ସେ ଜଣେ […]

Samaya Live Picture
Published On

ନୂଆଦିଲ୍ଲୀ: ଏନ୍ସିବି ୟୁନିଭର୍ସନାଲରେ ବିଜ୍ଞାପନ ମୁଖ୍ୟ ଲିଣ୍ଡା ୟାକାରିନୋ ଟ୍ବିଟରର ନୂଆ ସିଇଓ ହେବେ। ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ବର୍ତ୍ତମାନ ଟ୍ବିଟରର ସିଇଓ ଥିବା ଏଲନ ମସ୍କ ଗୁରୁବାର କହିଛନ୍ତି, ଟ୍ବିଟର ପାଇଁ ସେ ଜଣେ ନୂଆ ଏକ୍ଜିକ୍ୟୁଟିଭ ପାଇଛନ୍ତି। କିନ୍ତୁ ସେ ଉକ୍ତ ବ୍ୟକ୍ତିଙ୍କ ନାମ କହିନାହାନ୍ତି। ଲିଣ୍ଡା ୟାକାରିନୋ ନୂଆ ସିଇଓ ହେବେ ବୋଲି କୁହାଯାଉଛି। ପ୍ରାୟ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଧରି ଲିଣ୍ଡା ଏନସିବି ୟୁନିଭର୍ସାଲରେ ଅଛନ୍ତି। ସେ ଜଣେ ଇଣ୍ଡଷ୍ଟ୍ରି ଆଡଭୋକେଟ ଥିଲେ। ଟର୍ନର ଏଣ୍ଟରଟେନମେଣ୍ଟରେ ୟାକାରିନୋ ୧୯ ବର୍ଷ କାମ କରିଛନ୍ତି।

Tags: